Browsing Category
ଆଜିର ଖବର
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା! ୧୬ ପେନ୍ଡ୍ରାଇଭ୍ ସହ କୋର୍ଟରେ ପହଞ୍ଚିଲା ଫାଇନାଲ୍ ଚାର୍ଜସିଟ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଫାଇନାଲ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କଲା ପୋଲିସ । ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ । ଏହାସହ ୧୬ଟି ପେନ୍ଡ୍ରାଇଭ ମଧ୍ୟ ଦାଖଲ କରିଛି ପୋଲିସ ।ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ରାଜ୍ୟବ୍ୟାପୀ!-->…
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା, ପୁଲିସ ଜେରା ବେଳେ ଗୁମର ଖୋଲିଲେ ପ୍ରେମିକ ଭୀମସେନ
ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପ୍ରେମିକ ପ୍ରଶାସନିକ ଅଧିକାରୀ ଭୀମସେନ ଟୁଡୁଙ୍କୁ ୪୮ ଘଣ୍ଟିଆ ରିମାଣ୍ଡ୍ରେ ଆଣିଥିଲା ବାରଙ୍ଗ ଥାନା ପୁଲିସ । ପୁଲିସ ଭୀମସେନଙ୍କୁ ଜେରା କରି ୨୪ ଘଣ୍ଟାରେ କୋର୍ଟରେ ହାଜର କରିଥିଲା ।ପରେ ତାଙ୍କୁ ବିଚାର!-->…
ଆସନ୍ତା ନିର୍ବାଚନରେ ମୁଁ ନେତୃତ୍ୱ ନେବି: ନବୀନ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜେଡିରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ତେବେ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ଜଣେ ସାଧାରଣ କର୍ମୀ!-->…
ଶିଶୁବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଣ୍ଟନ ହେବ ସ୍କୁଲ୍ ବ୍ୟାଗ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି ଲେଖିଛି। ବ୍ଲକସ୍ତରରୁ ଓସିକ୍ ଏହି ନୂଆ ସ୍କୁଲ ବ୍ୟାଗ୍!-->…
ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା । ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀ ଥିଲେ ଉପସ୍ଥିତ । ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ!-->…
ଋଣ ଖିଲାପ ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ପ୍ରଶାସନ ଦ୍ୱାରା ସିଲ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରୁ ଆସିଛି ବ୍ୟବସ୍ଥାର ବିକଳ ଚିତ୍ର । ଋଣ ନନେଇ ବି ଜଣଙ୍କ ଘର ସିଲ୍ କରି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଜମନକିରା ବ୍ଲକ ଗୌଡ଼ପାଲି ରାଜସ୍ବ ସର୍କଲ ଅନ୍ତର୍ଗତ ଗୌତମପାଲି ଗାଁରୁ ଆସିଛି ଏହି ଅଭିଯୋଗ ।ଫଳରେ ଗୋଟିଏ କୋଠରୀରେ!-->…
ରଥଯାତ୍ରା ପାଇଁ ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ମାଗଣା…
ଭୁବନେଶ୍ୱର (ରାଜ୍ୟକାହାଣୀ )ରଥଯାତ୍ରା ପାଇଁ ପରିବହନ ବିଭାଗର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ଏବର୍ଷ ପୁରୀକୁ ପ୍ରାୟ ଏକ ହଜାର ବସ୍ ଚଳାଚଳ କରିବ । ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍!-->…
ସେଲଫି ନେବା ହେଲା କାଳ, କାବେରୀ ନଦୀରେ ବୁଡ଼ି ୫ ମୃତ
ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମୁଥାଠୀ'ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର!-->…
ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ଵର(ରାଜ୍ୟ କାହାଣୀ)ପଛକୁ ପଛ ଆସୁଛି ଘୂର୍ଣ୍ଣିବଳୟ। ୨୫ରେ ଗୋଟିଏ, ଅନ୍ୟଟି ଜୁଲାଇ ୨ରେ। ତେଣୁ ଚାଷୀଙ୍କ ପାଇଁ ଖୁସି ଖବର। ମୌସୁମୀ ପ୍ରଭାବରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି!-->…
ଶ୍ରୀମନ୍ଦିରରେ ରୁକ୍ମଣୀ–କୃଷ୍ଣ ବିବାହ ନୀତି ଉତ୍ସବ ଆରମ୍ଭ। ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ
ପୁରୀର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ପବିତ୍ର ରୁକ୍ମଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ନୀତି ଉତ୍ସବ । ଦେବଦେବୀଙ୍କ ଏହି ଦିବ୍ୟ ମିଳନ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି ।ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା!-->…