Browsing Category
ଆଜିର ଖବର
ହ୍ୱାଟ୍ସଆପ୍ର ନୂଆ ‘ୟୁଜରନେମ୍’ ଫିଚରକୁ ବ୍ରେକ୍ ,ମେଟା ଦେଲା ସ୍ପଷ୍ଟୀକରଣ
ନୂଆ ଫିଚର ଆସିବା ପୂର୍ବରୁ ହ୍ବାଟ୍ସଆପ୍କୁ ବଡ଼ ଝଟ୍କା । ନୂଆ ଫିଚର ଲଞ୍ଚ୍ ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ । ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ!-->…
ଅଗଷ୍ଟ ୩୦ରେ ନିଟ୍-ପିଜି୨୦୨୬ ପରୀକ୍ଷା,ପରୀକ୍ଷା କମ୍ପ୍ୟୁଟର ମୋଡ୍ରେ ହେବ
ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା। ଏହି ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ଜୁଲାଇ ୧ ଅପରାହ୍ନ ୫ଟାରୁ ପଞ୍ଜୀକରଣ ଓ୍ୱିଣ୍ଡୋ ଜୁଲାଇ ୨୧ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ। ପରୀକ୍ଷା କମ୍ପ୍ୟୁଟର ମୋଡ୍ରେ!-->…
ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା,ଦୁଇ ଦିନିଆ ରିମାଣ୍ଡରେ ଅଭିଯୁକ୍ତ
ଭୁବନେଶ୍ଵର ( ରାଜ୍ୟ କାହାଣୀ) ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଗୋପାଳପୁର ଥାନା ପୁଲିସ । ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ସୁରକ୍ଷା ଭିତରେ!-->…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଘୂର୍ଣ୍ଣିବଳୟ ସକ୍ରିୟ
ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । କାଲି ଲୋପ୍ରେସର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆସନ୍ତା ୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ।!-->…
ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି
ଭୁବନେଶ୍ୱର, ରାଜ୍ୟ କାହାଣୀ: ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ । ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମାନିଥାନ୍ତି ବୋଲି ମତ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି!-->…
ଟ୍ରମ୍ପ ସରକାରଙ୍କ ବଡ଼ ନିଷ୍ପତ୍ତି : ୪ ଭାରତୀୟ କମ୍ପାନି ଉପରୁ ହଟିଲା ପ୍ରତିବନ୍ଧକ
ଆମେରିକା ସରକାର ନିଜର Sanctions ତାଲିକାରୁ ୪ଟି ଭାରତୀୟ କମ୍ପାନୀକୁ ବାଦ୍ ଦେଇଛନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ରୁଷର ସାମରିକ-ଶିଳ୍ପ ନେଟୱାର୍କକୁ ସହାୟତା କରୁଥିବା ଅଭିଯୋଗରେ ଆମେରିକା ଏହି କମ୍ପାନୀଗୁଡ଼ିକ ଉପରେ କଟକଣା ଲଗାଇଥିଲା।ଆମେରିକାର ଟ୍ରେଜେରୀ ବିଭାଗ ଯେଉଁ କମ୍ପାନିଗୁଡ଼ିକ!-->…
ଭଦ୍ରକରୁ ସାଂଘାତିକ ଅଭିଯୋଗ, ମଦି ପିଇ ଟଳମଳ ହେଉଛନ୍ତି ପ୍ରଧାନ ଶିକ୍ଷକ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଦି ପିଇ ଟଳମଳ ହେଉଥିବାର ଭିଡିଓ ଭାଇରାଲ ।ମଦ ନିଶାରେ ଚୁର୍ ହୋଇ ମତୋ ବଜାରରେ ବୁଲିବା ସହ ଏଣୁ ତେଣୁ ଗପୁଛନ୍ତି । ଶିକ୍ଷକ ଯଦି ମଦ ପିଇ ରାସ୍ତାରେ ଗଡୁଥିବେ ତେବେ ପିଲାମାନେ କଣ ଶିଖିବେ ବୋଲି ଅଭିଯୋଗ!-->…
ଭାରତୀୟ ନାବିକଙ୍କ ମୃତଦେହ ଭେନେଜୁଏଲାରୁ ଫେରିଲା; ହାର୍ଟ, ଲିଭର, କିଡନୀ ଏବଂ ବ୍ରେନ୍ ସହ ଜରୁରୀ ଅଙ୍ଗ ଗାଏବ
ଚଳିତ ବର୍ଷ ମେ ମାସରେ ଭେନେଜୁଏଲାରେ ଡ୍ୟୁଟିରେ ଥିବା ସମୟରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବାବେଳେ ମାସକ ପରେ ତାଙ୍କ ମୃତଦେହ ଭାରତ ଫେରିଥିଲା। ତେବେ ପରିବାର ଲୋକେ ଶବ ଦେଖିବା ମାତ୍ରେ ରହସ୍ୟ ସୃଷ୍ଟି ହୋଇଛି, ଯାହାଫଳରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାଞ୍ଚଲ୍ୟ ଖେଳି ଯାଇଛି।!-->…
ଲଗାଣ ବର୍ଷା: ରାଜ୍ୟର ସମସ୍ତ ୟୁଏଲ୍ବି ହାଇ ଆଲର୍ଟରେ
ଭୁବନେଶ୍ୱର ,ରାଜ୍ୟ କାହାଣୀ: ରାଜ୍ୟରେ ଲଗାଣ ମୌସୁମୀ ବର୍ଷା ଜାରି ରହିଥିବାବେଳେ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି)କୁ ହାଇ ଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୃହ ନିର୍ମାଣ ଓ ନଗର!-->…
କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରର ଗୋପନୀୟତା ଏବଂ ସୁରକ୍ଷା ଦିଗକୁ ଯାଞ୍ଚ କରିବେ
ହ୍ୱାଟ୍ସଆପ୍ ନିକଟରେ ନିଜର ନୂଆ ୟୁଜରନେମ୍ ଫିଚର୍ ଲଞ୍ଚ୍ କରିଛି । ଏହି ଫିଚର୍ ଜରିଆରେ ଏବେ ଲୋକମାନେ ନିଜ ମୋବାଇଲ୍ ନମ୍ୱର ନ ଦେଇ ମଧ୍ୟ ଅନ୍ୟ ୟୁଜର୍ସଙ୍କ ସହ କଥା ହୋଇପାରିବେ । କମ୍ପାନିର କହିବା କଥା ଏପରି କରିବା ଦ୍ୱାରା ୟୁଜର୍ସଙ୍କ ଗୋପନୀୟତା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ।!-->…