Browsing Category
ଆଜିର ଖବର
ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ;ତଦନ୍ତ ଆରମ୍ଭ
ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି।ପୋଲିସ ସୂଚନା ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ!-->…
ଦିଲ୍ଲୀ ରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନର ସମର୍ଥନରେ ଭୁବନେଶ୍ବରରେ ଦିନିକିଆ ଅନଶନ ସତ୍ୟାଗ୍ରହ : ନବନିର୍ମାଣ କୃଷକ…
ଭୁବନେଶ୍ବର, ରାଜ୍ୟ କାହାଣୀ: ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଦେଶିକା ପରୀକ୍ଷା ପାଇଁ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ଓ ଗତ ୧୦ ବର୍ଷ ଭିତରେ ୨୦୧୫, ୨୦୧୬, ୨୦୨୧, ୨୦୨୪କୁ ମିଶାଇ ୫ ଥର ନିଟ୍ ପେପର ଲିକ୍ ହେବା ଏବଂ ଅନ୍ୟ ପରୀକ୍ଷାଗୁଡ଼ିକ ସହିତ ୮୯ ଥର ହେବା ଘଟଣାକୁ ନେଇ ହୋଇଥିବା!-->…
ଥାର୍ଡ ଡିଗ୍ରି ମାମଲାରେ ନୂଆ ମୋଡ଼ , ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ନିଲମ୍ବିତ IIC
କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ।ମେ’ ୨୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ!-->…
ରାମ ମନ୍ଦିରରେ ନିଯୁକ୍ତି ପାଇଁ ହୋଇଛି ଲାଞ୍ଚ କାରବାର! ପୁଲିସ ସ୍କାନରରେ ୧୨୫ କର୍ମଚାରୀ
ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ଯାଞ୍ଚ ଚାଲିଥିବା ବେଳେ ଏବେ ଆଉ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା!-->…
ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ୧!-->…
ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ
କ୍ରୀଡା ଜଗତକୁ କଭର କରୁଥିବା ବୃତ୍ତିଗତମାନଙ୍କୁ ସମ୍ମାନିତ କରିବା ଏବଂ 1924 ମସିହାରେ ଆନ୍ତର୍ଜାତୀୟ କ୍ରୀଡା ପ୍ରେସ୍ ସଂଘ (AIPS) ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ପାଇଁ 2 ଜୁଲାଇରେ ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ।କ୍ରୀଡ଼ା ସାମ୍ବାଦିକ କେବଳ ସ୍କୋର ଲେଖନ୍ତି!-->…
ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ
ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ । ରତ୍ନଭଣ୍ଡାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମିଳିତ ଟିମ୍ ପୁରୀରେ ପହଞ୍ଚି ବିସ୍ତୃତ ବୈଷୟିକ ଯାଞ୍ଚ!-->…
ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ !ଦିନକ ପରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହାଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ ।ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ ହୋଇଥିବା ନେଇ ବରଗଡ଼ ଏମପି ପ୍ରଦୀପ!-->…
ଚାଇନା ଏବେ ପାନାମା କେନାଲ ଉପରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚେଷ୍ଟା କରୁଛି! ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ୍ ଏବଂ ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି କେନାଲର ନିୟନ୍ତ୍ରଣ ଛାଡିବା ଉଚିତ୍ ନ ଥିଲା। ନିୟନ୍ତ୍ରଣ ହାସଲ କରିବା ପରେ, ପାନାମା ଜାହାଜଗୁଡ଼ିକ ପାଇଁ ଆଦାୟ କରାଯାଉଥିବା!-->…
ଝାରପଡ଼ା ଜେଲରେ ୮ଜଣ HIV ପଜିଟିଭ
ଭୁବନେଶ୍ୱର (ରାଜ୍ୟକାହାଣୀ )ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । HIV ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ!-->…