Browsing Category

ଆଜିର ଖବର

ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର !ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା। ଏଥିପାଇଁ ୪ଟି ସହରରେ ଲାଗିବ ଡପଲର୍ ରାଡାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ଡପଲର ରାଡାର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କଲେ ଉଭୟ ନେତା । ଓଡ଼ିଶାର ପ୍ରଗତି, ସମୃଦ୍ଧ ଓଡ଼ିଶା ଗଠନ

୮ ଦିନ ପରେ ମାଟିତଳୁ ଜୀବିତ ଉଦ୍ଧାର ହେଲେ ବ୍ୟକ୍ତି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ଗତ ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂମିକମ୍ପ ପରେ ଏକ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି। ଭୂମିକମ୍ପ ପରେ ଭାଙ୍ଗିପଡ଼ିଥିବା ଏକ କୋଠାର ଧ୍ୱଂସସ୍ତୂପ ତଳେ ପ୍ରାୟ ୮ ଦିନ ଧରି ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର

ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତ ଉପଚାର, ଆଜି ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଶ୍ରୀମନ୍ଦିରରେ ଅଣସର ସମୟରେ ମହାପ୍ରଭୁଙ୍କ 'ଶ୍ରୀଅଙ୍ଗ ଫିଟା' ବା 'ଶ୍ରୀଅଙ୍ଗ ଫିଟିବ' ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନଯାତ୍ରାରେ ଜ୍ୱରରେ ପୀଡ଼ିତ ହେବା ପରେ, ଦଇତାପତି ସେବାୟତମାନେ ଅତି ଗୋପନୀୟ ଭାବେ ଏହି ନୀତି ସମ୍ପନ୍ନ କରନ୍ତି。 ଏହି ସମୟରେ ପ୍ରଭୁଙ୍କ

ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ ଜାରି ଡାକ୍ତର ଆନ୍ଦୋଳନ , ତୃତୀୟ ଦିନରେ ବି ପ୍ରଭାବିତ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର (ରାଜ୍ୟ କାହାଣୀ )ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ବେ ଜିଦ୍‌ରେ ଅଟଳ ଡାକ୍ତର । ତୃତୀୟ ଦିନରେ ବି ଜାରି ରହିଛି ସରକାରୀ ଡାକ୍ତରଙ୍କ ଆନ୍ଦୋଳନ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା । ଆନ୍ଦୋଳନରତ ଡାକ୍ତରଙ୍କ

ଆଜି ପ୍ରବଳ ବର୍ଷା, ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ପ୍ରବଳ ବର୍ଷା । ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ

ପ୍ରକାଶ ପାଇଲା CPET-୨୦୨୬ର ଫଳାଫଳ: SAMS ପୋର୍ଟାଲରେ ରେଜଲ୍ଟ

ଭୁବନେଶ୍ୱର (ରାଜ୍ୟକାହାଣୀ )ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ- 2026) ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଉଚ୍ଚଶିକ୍ଷା

ଖୁବ ଶୀଘ୍ର ଆସିବ ସଂଶୋଧିତ ଲକ୍ଷ୍ମୀ ପୁରାଣ,୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆ ସ୍ୱର ଓ ନୂଆ ଛାନ୍ଦରେ ପରିମାର୍ଜିତ ହୋଇ ଆସିବ ମହାକବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ । ଏବେ ଘରେ ଘରେ ପଢ଼ା ଯାଉଥିବା ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ଭ୍ରମାତ୍ମକ ସଂସ୍କରଣ । ନୂଆ ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ମୂଳ ରଚିତ ଲେଖାରୁ

ନିରଞ୍ଜନଙ୍କ ତେରଛା ବାଣ ପରେ ଭକ୍ତଙ୍କ କାଉଣ୍ଟର ଆଟାକ୍; ସିନିୟର ନେତା ଚାହିଁଲେ ଗୋଡ ଟଣା ବନ୍ଦ ହେବ

ଭୁବନେଶ୍ୱର (ରାଜ୍ୟକାହାଣୀ )ସିନିୟର ନେତା ଚାହିଁଲେ ଗୋଡ ଟଣା ନୀତି ବନ୍ଦ ହେବ । ଏଭଳି କହି ବରିଷ୍ଠ କଂଗ୍ରେସ ନେତା ପୁର୍ବତନ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତକାଲି ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ

ଆରମ୍ଭ ହେଲା ଅମରନାଥ ଅଭିମୁଖେ ତୀର୍ଥଯାତ୍ରା

ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଶ୍ରୀ ଅମରନାଥ ଯାତ୍ରା ୨୦୨୬ ପାଇଁ ପ୍ରଥମ ଦଳକୁ ଜମ୍ମୁରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭଗବତୀ ନଗର ବେସ୍ କ୍ୟାମ୍ପରୁ ଯାତ୍ରୀମାନେ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି । ବମ୍ ବମ୍ ଭୋଲେ, ହର ହର ମହାଦେବ କହି ସେମାନେ କାଶ୍ମୀର