Browsing Category

ଆଜିର ଖବର

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦ-ସୋନିପତ୍ ରୁଟ୍ ରେ ଚାଲିବାକୁ ଥିବା ଏହି ଐତିହାସିକ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ ସ୍ବଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ପ୍ରବେଶ କରିଛି। ଏହି ଟ୍ରେନର ସବୁଠୁ ବଡ଼ ବିଶେଷତ ହେଉଛି ଏହି

ଆମେରିକାର ବିନାଶକାରୀ ବୋମାମାଡ଼ ! ଇରାନରେ ୭ ମୃତ

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଇରାନ ୟେମେନର ହୁଥି ବିଦ୍ରୋହୀମାନଙ୍କୁ ଲାଲ ସାଗରର ବାବ ଅଲ-ମାଣ୍ଡେବ

ପୁଣି ବଢୁଛି କୋରୋନା ଆତଙ୍କ! ଆନ୍ଧ୍ରପ୍ରଦେଶରେ ୧୨ ସଂକ୍ରମିତ, ୪ ଜଣଙ୍କ ମୃତ୍ୟୁ

ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ

ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ, ଶରଦ୍ଧାବାଲି ଅଭିମୁଖେ ୩ ରଥ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଆଜି ନିଜ ଭକ୍ତଙ୍କ ଏତେ ନିକଟକୁ ଆସିଛନ୍ତି—ଏହାଠାରୁ ବଡ଼ ସୌଭାଗ୍ୟ ଆଉ କ'ଣ ହୋଇପାରେ? ଏହି ଦିବ୍ୟ

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା , ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ଵର( ରାଜ୍ୟ କାହାଣୀ) ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ‘ସୁଦୃଶ୍ୟ ଲଘୁଚାପ ବଳୟ’ ସକ୍ରିୟ ରହିଛି । ଆଗାମୀ ୨ ଦିନ ମଧ୍ୟରେ ଏହି ସିଷ୍ଟମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର

ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଠାରେ ସକ୍ରିୟ ଥିବା ଲଘୁଚାପ ଆଜି ସକାଳେ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ ୭.୬ କିମି ଯାଏଁ

ମମତା ଦିଦିଙ୍କୁ ଆଉ ଏକ ଝଟକା, ଟିଏମସି ସାଂସଦ କୋଏଲ ମଲ୍ଲିକ ଦେଲେ ରାଜ୍ୟସଭାରୁ ଇସ୍ତଫା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଟିଏମ୍‌ସି ବିଧାୟକ ମଦନ ମିତ୍ର ବିଧାନସଭାରେ ବିଦ୍ରୋହୀ ଗୋ‌ଷ୍ଠୀରେ ସାମିଲ ହେବାର ଦିନକ ପରେ ରାଜ୍ୟସଭା ସାଂସଦ ପଦରୁ କୋଏଲ ମଲିକ୍‌ପଶ୍ଚିମବଙ୍ଗ ସିନେମାର

ରଥଯାତ୍ରାରେ ଅଘଟଣ, ପୁରୀରେ ଅଣନିଃଶ୍ୱାସୀ ହୋଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ !

ଭୁବନେଶ୍ଵର (ରାଜ୍ୟ କାହାଣୀ) ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଏକ ଅଘଟଣ ଘଟି ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି ଆରମ୍ଭ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଗଜପତି ମହାରାଜଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପାରମ୍ପରିକ ରାଜକୀୟ ଶୋଭାଯାତ୍ରାରେ ସେ ତିନି ରଥ ନିକଟରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ପ୍ରିୟ ସେବକ ଭାବେ ସେ ସୁବର୍ଣ୍ଣ ଖଡ଼ିକାରେ ପବିତ୍ର ଛେରାପହଁରା ନୀତି ସମ୍ପାଦନ କରିଛନ୍ତି । ସୁବର୍ଣ୍ଣ

କର୍ଣ୍ଣାଟକରେ ଡାକ୍ତରଙ୍କୁ ହତ୍ୟା ,୮ ବର୍ଷର ପୁଅକୁ ଛୁରାମାଡ଼

କର୍ଣ୍ଣାଟକର ଧାରୱାଡରେ ଜଣେ ୪୫ ବର୍ଷୀୟ ଡାକ୍ତରଙ୍କୁ ତାଙ୍କ ଆପାର୍ଟମେଣ୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ତାଙ୍କ ଆଠ ବର୍ଷର ପୁଅକୁ ଛୁରା ମାଡ଼ ହୋଇଛି। ଶିଶୁଟିକୁ ଆହତାବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଡାକ୍ତରଙ୍କୁ ଚିରାୟୁ ହସ୍ପିଟାଲର