Browsing Category
ଆଜିର ଖବର
ତୁମ ଅନ୍ତ ନ ଦେଖିବା ଯାଏଁ ଜୀବିତ ରହିବି, ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ ନିଜର!-->…
ଆଜି ପବିତ୍ର ରଥାଯାତ୍ରାରେ ସାମିଲ ହେବେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଓ ସାରା ରାଜ୍ୟ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଶ୍ରୀଜୀଉ । ଏପରି ସମୟରେ ବଲିଉଡ ପ୍ରସିଦ୍ଧ ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମ ରଥାଯାତ୍ରାରେ ସାମିଲ ହେବେ । ସେନେଇ ସେ ଗତକାଲି ଭୁବନେଶ୍ୱର!-->…
ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା!-->…
ଏସପିଙ୍କୁ ପରିଚୟ ପତ୍ର ଦେଖାଇ ୨ ନକଲି RAW ଏଜେଣ୍ଟ ଗିରଫ
ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗିରଫ ହୋଇଛନ୍ତି। ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନଙ୍କୁ ପଚରାଉଚରା କରାଯାଉଛି। ସମ୍ପତ୍ତି ବିବାଦର ସମାଧାନ ପାଇଁ!-->…
IRCTCର ନୂଆ ବିଟା ଓ୍ବେବସାଇଟ୍ ଲଞ୍ଚ୍, ୨୨ ବର୍ଷରେ ପରେ ହେଲା ବଡ଼ ପରିବର୍ତ୍ତନ
ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ ୱେବସାଇଟର ବିଟା ସଂସ୍କରଣ ଲଞ୍ଚ କରିଛି। ପ୍ରାୟ ଦୁଇ ଦଶନ୍ଧି ପରେ ୱେବସାଇଟରେ ଏଭଳି ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ!-->…
ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ସହ ୧୦୦ କ୍ଷୁଦ୍ର ରଥ
ଭୁବନେଶ୍ୱର (ରାଜ୍ୟକାହାଣୀ )ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ମହାପ୍ରଭୁ ଜଗନ୍ନାଥ ଏବଂ ୧୦୦ଟି କ୍ଷୁଦ୍ର ବାଲୁକା!-->…
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ତେବେ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, , ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା!-->…
ଆଜି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ପବିତ୍ର ପର୍ବ । ଏହି ପର୍ବ ପ୍ରତିବର୍ଷ ପୁରୀରେ ବହୁତ ଆନନ୍ଦ ଓ ଭକ୍ତିର ସହିତ ପାଳନ କରାଯାଏ । ଏହି ଦିନ ଭଗବାନ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ତିନୋଟି ସୁନ୍ଦର ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ।!-->…
ଫ୍ରିଜ୍ରେ ଦେଖାଗଲା ବରଫର ଶିବଲିଙ୍ଗ
ଅମରନାଥରେ ବରଫ ତରଳିବା ପରେ ଆଗ୍ରା ଭଳି ସ୍ଥାନରେ ଘରୋଇ ଫ୍ରିଜ୍ରେ ଏଭଳି ରୂପ ଦେଖିବାକୁ ମିଳିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଇଛି । ସ୍ଥାନୀୟ ଲୋକେ ଶିବଲିଙ୍ଗ ସଦୃଶ ବୋଲି ବିଶ୍ୱାସ କରିବା ପରେ ସେହି ଘରକୁ ଭକ୍ତଙ୍କ ଭିଡ଼ ଲାଗିଛି । ବୈଜ୍ଞାନିକ କାରଣ ଏହା ଯେ ଫ୍ରିଜ୍ର!-->…
ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ: ନିତିନ ଗଡ଼କରୀ
ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ପ୍ରଥମରୁ ବିକଳ୍ପ ଇନ୍ଧନର ସମର୍ଥକ। କେବଳ ଇଥାନଲ ନୁହେଁ ମୁଁ ହାଇଡ୍ରୋଜନ ଓ ଇଲେକ୍ଟ୍ରିକ୍ ବାହନ ସହିତ!-->…