Browsing Category
ଆଜିର ଖବର
ଫ୍ରିଜ୍ରେ ଦେଖାଗଲା ବରଫର ଶିବଲିଙ୍ଗ
ଅମରନାଥରେ ବରଫ ତରଳିବା ପରେ ଆଗ୍ରା ଭଳି ସ୍ଥାନରେ ଘରୋଇ ଫ୍ରିଜ୍ରେ ଏଭଳି ରୂପ ଦେଖିବାକୁ ମିଳିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଇଛି । ସ୍ଥାନୀୟ ଲୋକେ ଶିବଲିଙ୍ଗ ସଦୃଶ ବୋଲି ବିଶ୍ୱାସ କରିବା ପରେ ସେହି ଘରକୁ ଭକ୍ତଙ୍କ ଭିଡ଼ ଲାଗିଛି । ବୈଜ୍ଞାନିକ କାରଣ ଏହା ଯେ ଫ୍ରିଜ୍ର!-->…
ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ: ନିତିନ ଗଡ଼କରୀ
ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ପ୍ରଥମରୁ ବିକଳ୍ପ ଇନ୍ଧନର ସମର୍ଥକ। କେବଳ ଇଥାନଲ ନୁହେଁ ମୁଁ ହାଇଡ୍ରୋଜନ ଓ ଇଲେକ୍ଟ୍ରିକ୍ ବାହନ ସହିତ!-->…
ମତ୍ସ୍ୟଜୀବୀଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ପରେ ୧ ୩ ତାରିଖରେ ଦକ୍ଷିଣ ୨୪ ପ୍ରଗଣା ଜିଲା କାକଦ୍ୱୀପ ସୁପର ହସ୍ପିଟାଲକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ୧୪ ତାରିଖରେ ଉକ୍ତ ଭଗ୍ନ ଟ୍ରଲରରୁ ଆଉ ଜଣେ ଅଚିହ୍ନା ମତ୍ସ୍ୟଜୀବୀଙ୍କ ମୃତଦେହ!-->…
କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ରର ଡାଟା ଲିକ୍
ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍ ହୋଇଛି। ଓ୍ବାଲର୍ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର ଗୋଷ୍ଠୀ ପାଓ୍ବାର ପ୍ଲାଣ୍ଟ ବିଷୟରେ ସୂଚନା ପୋଷ୍ଟ କରିଛନ୍ତି, ଯେଉଁଥିରେ ପ୍ଲାଣ୍ଟର କିଛି ଅଂଶର ବ୍ଲୁପ୍ରିଣ୍ଟ,!-->…
ପାରାଦୀପ-ହରିଦାସପୁର ଦୋହରୀକରଣ ପ୍ରକଳ୍ପ ମଞ୍ଜୁର
ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳପଥର ଦୋହରୀକରଣ ଓ ଝାଡ଼ଖଣ୍ଡର ରାଜଖରସୱାନ-ଡାଙ୍ଗୋଆପୋଷୀ ରୁଟ୍ରେ ଚତୁର୍ଥ ଲାଇନ୍!-->…
ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟା, ଛତା, କାହାଳୀ ସହ ରଥଖଳାରେ ବିଜେ!-->…
ରଥଯାତ୍ରା ଲାଗି ପୁରୀ ସହରରେ ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ରଥଯାତ୍ରା ଗହଳିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମଦ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ରଥଯାତ୍ରା ଅବସରରେ ସହରର ସମେତ ସଦର ଉପକଣ୍ଠରେ ସମସ୍ତ ବିଦେଶୀ, ଦେଶୀ!-->…
ସ୍ୱାମୀଙ୍କ ଦରମାର ୨୫% ଭରଣପୋଷଣ ଭାବରେ ଦିଆଯିବ ନାହିଁ: ଆଲ୍ଲାହାବାଦ ହାଇକୋର୍ଟ
ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି | ଜଷ୍ଟିସ୍ ଅଚଲ ସଚଦେବ କହିଛନ୍ତି ଯେ, ଏହା କେବଳ ଏକ ସାଧାରଣ ଅଭ୍ୟାସ, ଏବଂ କୋର୍ଟ ସ୍ତ୍ରୀଙ୍କ ଆବଶ୍ୟକତା ଆଧାରରେ ଏହି ଭତ୍ତା ଦେବେ।!-->…
୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ଝୁଲି ପଡ଼ିଲେ ଯୁବତୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଯୁବତୀ ଜଣକ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରି ଧରାପଡ଼ିବା ପରେ ଜୀବନ!-->…
ରୁଷ ତେଲ ଉପରୁ ପ୍ରତିବନ୍ଧକ କୋହଳ କଲା ଆମେରିକା ! ଏବେ ଲାଗିବ ୧୦୦% ଶୁଳ୍କ
ଆମେରିକୀୟ ସିନେଟରମାନେ ରୁଷ ଉପରେ ଏକ ପ୍ରତିବନ୍ଧକ ବିଲ୍ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି । ଏଥିରେ ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ରୁଷରୁ ତୈଳ ଏବଂ ଗ୍ୟାସ୍ ଆମଦାନି ପାଇଁ ଶୁଳ୍କ ୫୦୦% ବଦଳରେ ସର୍ବାଧିକ ୧୦୦% କୁ ହ୍ରାସ କରାଯାଇଛି। ଏହି ନୂତନ ପରିବର୍ତ୍ତନ ପରେ ଭାରତ ଓ!-->…