Browsing Category
ଆଜିର ଖବର
ରେଳବାଇର ‘ସେକେଣ୍ଡ କ୍ଲାସ୍ ଯାତ୍ରୀ’ ଶବ୍ଦ ଉପରେ ଆପତ୍ତି ଉଠାଇଲେ ସୁପ୍ରିମକୋର୍ଟ
ଭାରତୀୟ ରେଳବାଇରେ ସଂସ୍କାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ରେଳବାଇର ଦସ୍ତାବିଜରେ ବ୍ୟବହାର କରାଯାଉଥିବା 'ସେକେଣ୍ଡ କ୍ଲାସ୍ ପ୍ୟାସେଞ୍ଜର' ଅର୍ଥାତ ଦ୍ଵିତୀୟ ଶ୍ରେଣୀ ଯାତ୍ରୀ ଶବ୍ଦ ଉପରେ କଡ଼ା ଆପତ୍ତି ପ୍ରକାଶ!-->…
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ !ଆଶୁଆରୋଗ୍ୟ କାମନା କଲେ ନବୀନ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଅସୁସ୍ଥ । ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କର ଅସୁସ୍ଥତା ଖବର ଆସିବା ପରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେ ତାଙ୍କ!-->…
ଚିଲିକାରେ ଅନନ୍ୟ ଜଳ ରଥଯାତ୍ରା, ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
ଭୁବନେଶ୍ୱର (ରାଜ୍ୟକାହାଣୀ )ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ ନିଆରା!-->…
ଜନଗଣନା–୨୦୨୭ ପାଇଁ ଜୋରଦାର ପ୍ରସ୍ତୁତି , ସମସ୍ତ ବିଭାଗକୁ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟକାହାଣୀ )ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ ବା ଡିସିଏଚ୍ବି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ । ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ!-->…
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଶୁକ୍ରବାର ଓସେପା ଅଫିସ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତଦନ୍ତ ବେଳେ ଅଧିକାରୀମାନେ ଓସେପା ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରାଉଚରା!-->…
ଅତ୍ୟଧିକ ଭିଡ଼କୁ ଦେଖି ବୃଦ୍ଧ-ଶିଶୁଙ୍କୁ ପୁରୀ ନଆସିବାକୁ ଅନୁରୋଧ କଲେ ଡିଜିପି
ଭୁବନେଶ୍ୱର (ରାଜ୍ୟକାହାଣୀ )ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସମୁଦ୍ର । ତେବେ ଭିଡ଼କୁ ଦୃଷ୍ଟିରେ ରଖି ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ନ ଆସିବାକୁ ପୋଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।ପ୍ରଶାସନ ଓ ପୁଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ!-->…
ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲା ୩ ରଥ
ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ!-->…
ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା; ଡିଜିଟାଲ ପ୍ରମାଣ ମିଳିଛି: ଡିସିପି
ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ ମିଳିଛି, ଏସ୍ଏଫ୍ଏଲ ରିପୋର୍ଟ ବି ହସ୍ତଗତ ହୋଇଛି। କିଛି ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ!-->…
ମହାପ୍ରଭୁ ଜଗନ୍ନାଥ ରିଲିଜ୍ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର (ରାଜ୍ୟକାହାଣୀ )'ମହାପ୍ରଭୁ ଜଗନ୍ନାଥ' ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । 'ମହାପ୍ରଭୁ ଜଗନ୍ନାଥ'ଙ୍କୁ ନେଇ ତିଆରି ହୋଇଥିବା ଆନିମେସନ୍ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି!-->…
3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ,ଶୀଘ୍ର ଅନଶନ ଶେଷ କରନ୍ତୁ : ଆମିର ଖାନ
ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ!-->…