Browsing Category
ଆଜିର ଖବର
ସିଏମ୍ଓରୁ ଫାଇଲ୍ ଗାଏବ ଘଟଣା , କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ IT ସଚିବ ମନୋଜ ମିଶ୍ର
ଭୁବନେଶ୍ୱର (ରାଜ୍ୟ କାହାଣୀ )ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ସେ ତାଙ୍କର ପକ୍ଷ ରଖିଛନ୍ତି । ସେ କହିଛନ୍ତି, CMOରୁ ଫାଇଲ ଗାଏବ ହୋଇଥିବାରୁ ସେତେବେଳେ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ!-->…
ମହାପ୍ରଭୁଙ୍କ ଟାହିଆ ଖୋଲାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବାଡଗ୍ରାହୀ । ପର୍ବତ ପରି ଓଜନ ହୋଇଯାଇଥିଲା ଟାହିଆ
ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍ ଧରି ଜଗନ୍ନାଥ ନ!-->…
ଶ୍ରୀହରିକୋଟାରୁ ପ୍ରଥମ ଘରୋଇ ରକେଟ ଉତକ୍ଷେପଣ; ବିକ୍ରମ-୧ର ଐତିହାସିକ ଉଡ଼ାଣ
ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି। ସୂଚନାମୁତାବକ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାର ସତୀଶ!-->…
ଏଣିକି ନବମ-ଦଶମ ପିଲାଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ
ଭୁବନେଶ୍ଵର (ରାଜ୍ୟ କାହାଣୀ )ନବମ ଓ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ। ପାଠପଢା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ସେନେଇ ଦିଆଯିବ ମାର୍ଗଦର୍ଶନ। ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍ସ। ସକାଳ ସାଢ଼େ ୧୦ଟାରୁ ସାଢ଼େ!-->…
ରକେଟ୍ ବିକ୍ରମ-୧ ଉତକ୍ଷେପଣ ସ୍ଥଗିତ । ଏହି ନିଷ୍ପତ୍ତି ପଛର ସଠିକ୍ କାରଣ ଜଣା ପଡ଼ିନାହିଁ
ଭାରତର ପ୍ରଥମ ବେସରକାରୀ କକ୍ଷପଥ ରକେଟ୍ ବିକ୍ରମ-୧ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ନିର୍ଦ୍ଧାରିତ ଉତକ୍ଷେପଣ ସମୟର ପ୍ରାୟ ୫ ମିନିଟ୍ ପୂର୍ବରୁ କାଉଣ୍ଟଡାଉନ୍ ବନ୍ଦ କରାଯାଇଥିଲା । ଏହି ନିଷ୍ପତ୍ତି ପଛର ସଠିକ୍ କାରଣ ସମ୍ପର୍କରେ ତୁରନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ!-->…
ମୋ ବିନା ଅନୁମତିରେ ମେଡିସିନ ଦିଅନ୍ତୁ ନାହିଁ ‘ – ହସ୍ପିଟାଲକୁ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ନିର୍ଦ୍ଦେଶ
୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପରିବାର, ଡାକ୍ତର ଏବଂ ତାଙ୍କ ସହମତି!-->…
ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ଆସନ୍ତା କାଲିଠାରୁ ଭକ୍ତ ମନେ ପାଇବେ ଆଡପ ଅଭଡ଼ା
ଭୁବନେଶ୍ଵର (ରାଜ୍ୟ କାହାଣୀ) ଘୋଷଯାତ୍ରାର ଆଜି ତୃତୀୟ ଦିବସ । ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ । ସକାଳୁ ରଥାରୂଢ଼ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ!-->…
ଆମେରିକା-ଇରାନ ମୁହାଁମୁହିଁ ।ଇରାନ ଉପରେ ଆମେରିକାର ବ୍ୟାପକ ଓ ଭୟଙ୍କର ଆକ୍ରମଣ
ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି ।ଇରାନର ଯୋଗାଯୋଗ, ସେତୁ, ରେଳଲାଇନ୍ ଏବଂ ବନ୍ଦର ଉପରେ ଆକ୍ରମଣ ଆରମ୍ଭ କରିଛି ଆମେରିକା । ହର୍ମୁଜ ପ୍ରଣାଳୀ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ନେଇ ଆମେରିକା ଓ ଇରାନ!-->…
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୪ ଜିଲ୍ଲାକୁ ଅରେଞ୍ଜ
ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା। ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଜନ ଜୀବନ । କାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟୁଇନ୍ ସିଟି ସମେତ ପୁରୀରେ ସାରା ରାତି ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି।ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି!-->…
ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଥିବା ବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା, ଉତ୍କର୍ଷତା ଓ!-->…