ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ାଘରୁ ମୃତଦେହ ଉଦ୍ଧାର
ଭୁବନେଶ୍ୱର (ରାଜ୍ୟକାହାଣୀ )ଏମ୍ସର ଏମଡି ବିଭାଗରେ ପଢୁଥିବା ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଡାକ୍ତର ଛାତ୍ରୀଙ୍କ ନାମ ଦିବ୍ୟା ଓ ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି । ପୁରୁଷ ବନ୍ଧୁଙ୍କ ସହ ପୂର୍ବରୁ ଭଡା ଘରେ ରହୁଥିଲେ ମୃତ ଡାକ୍ତର ଛାତ୍ରୀ । ଗତକାଲି!-->…