ବେଦାନ୍ତ ଆଲୁମିନିୟମ୍ କର୍ମକ୍ଷେତ୍ରରେ ମାନସିକ ସୁସ୍ଥତାକୁ ପ୍ରାଥମିକତା ଦେଉଛି
ଭୁବନେଶ୍ଵର ( ରାଜ୍ୟ କାହାଣୀ )ପରାମର୍ଶ ସେବା, ସଚେତନତା କାର୍ଯ୍ୟକ୍ରମ ଓ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ସହଜରେ ଉପଲବ୍ଧ କରାଉଛି ଭାବଗତ ସହାୟତା।ମାନସିକ ସୁସ୍ଥତା ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନଶୈଳୀ, ସମ୍ପର୍କ ଗଠନ ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବାର କ୍ଷମତାକୁ!-->…