Browsing Category
ଆଜିର ଖବର
ନରୱେ ଚେସ୍ ଚାମ୍ପିଅନ ଜିତିଥିବା ପ୍ରଥମ ଭାରତୀୟ ହେଲେ ଆର. ପ୍ରଜ୍ଞାନନ୍ଦା
ଭାରତର ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦା ଇତିହାସ ରଚିଛନ୍ତି । ଚଳିତ ନରୱେ ଚେସ୍-୨୦୨୬ର ଟାଇଟଲ ଜିତିଛନ୍ତି । ଫାଇନାଲ ରାଉଣ୍ଡରେ ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇଛନ୍ତି । ଶେଷ ରାଉଣ୍ଡରେ କିମରଙ୍କୁ ହରାଇ ୩ ପଏଣ୍ଟ ସହିତ ୧୮ ପଏଣ୍ଟ ହାସଲ କରି ନରୱେ ଚେସ୍ ଚାମ୍ପିଅନ!-->…
ସାଇବର ଆଟାକ୍ ପରେ ଆକ୍ସନ ମୋଡ୍ରେ CBSE; ବନ୍ଦ କଲା ‘OnMark’ ପୋର୍ଟାଲ
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃର୍ମୂଲ୍ୟାୟନ କୁ ନେଇ ଆସିଲା ବଡ ଖବର | ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ବୋର୍ଡ ‘Coempt Edu Teck’ର OnMark ପ୍ଲାଟଫର୍ମକୁ ପୁନର୍ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍ ଦେଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଖାତା!-->…
୩ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି
ଭୁବନେଶ୍ୱର (ରାଜ୍ୟକାହାଣୀ )ସାରା ରାଜ୍ୟରେ ଅସହ୍ୟ ତାତି। ଜଳୁଛି ପଶ୍ଚିମରୁ ଉପକୂଳ। ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ!-->…
ଇରାନ ଏବଂ ଆମେରିକା ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ!
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ଚୁକ୍ତିନାମା ହେବା ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ଏବେ ଧୂଳିସାତ ହେବାକୁ ବସିଛି । ଆମେରିକା ଦାବି କରିଛି, ଇରାନ ଆକ୍ରମଣ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ!-->…
ରାଉରକେଲାରେ ସିବିଆଇର ବଡ଼ ଆକ୍ସନ : RPF ଇନ୍ସପେକ୍ଟର ଓ ଦଲାଲଙ୍କ ଘରେ ଏକକାଳୀନ ରେଡ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ। ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ତିନି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ!-->…
ଶିମିଳିପାଳ ପାଦଦେଶରେ ସପ୍ତମରୁ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଶିଳାଲେଖର ସନ୍ଧାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ପ୍ରାଚୀନ ଐତିହାସିକ କୀର୍ତିରାଜିର ସନ୍ଧାନ ମିଳିଛି ।ଶିମିଳିପାଳ ପାଦଦେଶରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛାଡ଼କଟା ଗ୍ରାମର ବଡ଼ାମଖାଳ ନାମକ ଏକ ଛୋଟ ନାଳର କୂଳରେ ରହିଛି ଏକ ପ୍ରାଚୀନ ପଥର । ଏହା ଏକ ସେଡିମେଣ୍ଟାରୀ ରକ୍ ବା!-->…
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଅପିଲ
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଗତ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଖୋଲା ଚିଠି ଲେଖି ମୁହାଁମୁହିଁ ସାକ୍ଷାତ ପ୍ରସ୍ତାବ ଦେଇଛନ୍ତି ।ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି!-->…
ଖୁବ୍ଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍- ସଞ୍ଜୟ ମାଲହୋତ୍ରା
ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭରର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ଆଣିବା ପ୍ରସ୍ତାବ ବିଚାରାଧୀନ ରହିଛି। କିନ୍ତୁ ସେହି!-->…
ସ୍ଥଗିତ ରହିଲା ବସ୍ ଧର୍ମଘଟ । ଦାବି ପୂରଣ ନହେଲେ ପୁଣି ଧର୍ମଘଟ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ଆଜି ପରିବହନ କମିଶନରଙ୍କ ସହିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।ଡିଜେଲ ଦର ସହିତ ଲୁବ୍ରିକାଣ୍ଟ, ଟାୟାର,!-->…
ଇକୋସେଭର୍ସ: ୟୁଥ୍ ନେଟୱାର୍କ ପାଳନ କଲେ ବିଶ୍ଵ ପରିବେଶ ଦିବସ
ଭୁବନେଶ୍ୱର( ରାଜ୍ୟ କାହାଣୀ)ରାଜ୍ୟରେ ଦୀର୍ଘ ୩୬ ବର୍ଷ ଧରି କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ପ୍ରୋତ୍ସାହିତ ଇକୋସେଭର୍ସ: ୟୁଥ ନେଟୱର୍କ ପକ୍ଷରୁ ଖୋର୍ଦ୍ଧା, ବାଲେଶ୍ୱର, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ସମେତ ବିଭିନ୍ନ!-->…