Browsing Category
ଆଜିର ଖବର
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ : ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।୬ ଶହ କୋଟି ଟଙ୍କା!-->…
କମିଗଲା ସୁନା ଓ ରୂପା ଦର
ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା ମାତ୍ରେ ଉଭୟର ଦର ଖସିଥିଲା।ମଙ୍ଗଳବାର ଦିନ ୧ କିଲୋଗ୍ରାମ ରୂପା ଦରରେ ହଠାତ୍ ୫,୨୯୬ ଟଙ୍କାର ହ୍ରାସ ଘଟି ଏହା ୨,୩୦,୮୦୩ ଟଙ୍କାର!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି ।!-->…
ଗଞ୍ଜାମରେ ଚାଞ୍ଚଲ୍ୟ ! ଗଛରେ ଝୁଲିଲା ମୃତ କଲରାପତରିଆ ବାଘ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ନିମ୍ବ ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ । ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଉଦ୍ଧାର । ଫାସରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ କିଏ ଏବଂ କାହିଁକି ବାଘକୁ ମାରି ଗଛରେ ଝୁଲାଇଲା, ତାହା ଏବେ!-->…
ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଓ ଜାତିଆଣ ଆକ୍ଷେପ ଅଭିଯୋଗ
ଭୁବନେଶ୍ୱର ( ରାଜ୍ୟ କାହାଣୀ )କଲାହାଣ୍ଡି ଭବାନୀପାଟଣାର ସରକାରୀ ସ୍କୁଲରେ ପ୍ରଧାନଙ୍କ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମେଟ୍ରନ ଓ ଦୁଇ ବିଧବା ସିସିଏଙ୍କୁ ଯୌନ ନିର୍ଯାତନା ଦେବା ସହ ଫେବର ମାଗୁଥିବା ଅଭିଯୋଗ ହୋଇଛନ୍ତି । ଫେବର ନଦେବାରୁ ଖୁଲମଖୁଲା ଜାତିଆଣ ଆକ୍ଷେପ କରିବା ସହ!-->…
ରାଜ୍ୟରେ କମିବ ବର୍ଷା, ଆଜି ପ୍ରବଳ ବର୍ଷା ନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ପୂରା କମିଯିବ । କେଉଁଠି କେମିତି ଅସରାଏ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ଅଞ୍ଚଳରେ ବର୍ଷା ଆଶଙ୍କା ନାହିଁ । ୧୨ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି ।!-->…
ଇସ୍କନର ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ଅସନ୍ତୋଷ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଢ଼ିଲା ବିବାଦ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା । ବିଦେଶରେ ଆୟୋଜିତ ହେଉଥିବା ଅସମୟର ରଥଯାତ୍ରାକୁ ନେଇ ଉଠାଇଲେ ଆପତ୍ତି । ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ନେଇ ପୁଣି!-->…
ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ମୃତ୍ୟୁ ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ!-->…
ଜଗନ୍ନାଥଙ୍କ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ମୁକ୍ତିଲାଭରେ ଲାଗିଲା ରୋକ୍
ଭୁବନେଶ୍ୱର ( ରାଜ୍ୟ କାହାଣୀ )ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ!-->…
ଅଗ୍ନିବୀରଙ୍କ ପାଇଁ ଆସିପାରେ ବଡ଼ ପରିବର୍ତ୍ତନ,ସେନାରେ ବଢ଼ିବ ସ୍ଥାୟୀ କୋଟା!
‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ।କିନ୍ତୁ ଅଗ୍ନିବୀର’ମାନେ ଖୁବ ଶୀଘ୍ର କିଛି ଭଲ ଖବର ପାଇପାରନ୍ତି। ଚଳିତ ବର୍ଷ ପ୍ରଥମ ବ୍ୟାଚ ଏହାର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବାରୁ ତିନୋଟି ସଶସ୍ତ୍ର ବାହିନୀରେ ଅଗ୍ନିବୀରଙ୍କ ସ୍ଥାୟୀ!-->…