Browsing Category
ଆଜିର ଖବର
ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ଵର(ରାଜ୍ୟ କାହାଣୀ)ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,!-->…
କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ
ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି ବିମାନଟି ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ସହିତ ୟୁଏଇର ସାରଜାହଜରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଆରବ ସାଗରରେ!-->…
୫ କେଜି ସିଲିଣ୍ଡର ରିଫିଲ କଲେ ଦେବାକୁ ହେବ ଏତିକି ଟଙ୍କା ଅଧିକ
୫ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଏବେ ଘରକୁ ମଗାଇଲେ ଗ୍ରାହକଙ୍କୁ ଅଧିକ ଶୁଳ୍କ ଦେବାକୁ ହେବ। ହୋମ ଡେଲିଭେରୀ ପାଇଁ ଆପଣଙ୍କୁ ପ୍ରତି ରିଫିଲ ପିଛା ୨୫ ଟଙ୍କାର ଅତିରିକ୍ତ ଡେଲିଭରି ଶୁଳ୍କ ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ, ଛୋଟ ସିଲିଣ୍ଡରଗୁଡ଼ିକର ହୋମ ଡେଲିଭରିରେ ହେଉଥିବା!-->…
ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରି ମାରିଦେଲା ପୁଲିସ
ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ କଡ଼ା ଶାସ୍ତି । ଏନକାଉଣ୍ଟର କରି ମାରିଦେଲା ପୁଲିସ । ଗତକାଲି ରାତିରେ କୋଲକାତାର ବାରୁଇପୁର ଉପକଣ୍ଠରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି।
ମଧ୍ୟରାତ୍ରିରେ, ସିନ୍!-->!-->!-->…
ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ମାଇନ୍ସ ଡେପୁଟି ଡିରେକ୍ଟର
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ!-->…
ଅସ୍ତ୍ରବିରତି ପରେ ପୁଣି ଇରାନ ଉପରେ ଟ୍ରମ୍ପସେନାର ମିସାଇଲ ମାଡ଼!
ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର କଳାବାଦଲ । ଆମେରିକା ଏବଂ ଇରାନ ମଧ୍ୟରେ ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଏବେ ବିପଦରେ । ଇରାନ ବିରୋଧରେ ଆମେରିକା ପକ୍ଷରୁ ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ ହୋଇଯାଇଛି ।ଇରାନର ଚେତାବନୀ ମଧ୍ୟରେ ଓମାନ ଉପକୂଳ ନିକଟରେ ୩ଟି ବୃହତ ବାଣିଜ୍ୟିକ!-->…
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ଏହା ହେବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।!-->…
କେବଳ ଜରିମାନା ନୁହେଁ, ଫିଟନେସ ନିୟମ ଉଲ୍ଲଙ୍ଘନ କଲେ ଜବତ ହେବ ଗାଡ଼ି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ପରିବହନ ବିଭାଗ ପୁଣି ଥରେ ଆରମ୍ଭ କରିଛି ଜୋରଦାର ଚେକିଂ। ଗାଡ଼ିଗୁଡ଼ିକର ଇନସ୍ୟୁରାନ୍ସ ଫିଟନେସ ଓ ପରମିଟକୁ ନେଇ ବଡ଼ ଡ୍ରାଇଭ ଚାଲିବ। ଇନସୁରାନ୍ସ, ଫିଟନେସ ଏବଂ ପରମିଟ୍ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡ଼ି। ଆଜିଠାରୁ ଏହାକୁ କଡ଼ାକଡ଼ି କରିଛି!-->…
କେରଳରେ ଭୟଙ୍କର ଭୂସ୍ଖଳନ, ୨ ମୃତ ଓ ଅନେକ ନିଖୋଜ
କେରଳମ୍ ୱାୟନାଡ଼ରୁ ଆସିଲା ଭୟଙ୍କର ଦୃଶ୍ୟ। ମାଡ଼ି ଆସିଲା ମାଟି ଅତଡ଼ା । ଭୂସ୍ଫଳନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ଏବଂ ୮ଜଣ ଗୁରୁତର ହୋଇଛନ୍ତି।ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଲଗାତାର!-->!-->!-->…
ବଡ଼ ଡ୍ରେନ୍ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଲଗାଣ ବର୍ଷା ଓ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ହୋଇଛନ୍ତି । ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ବର୍ଷା ଜଳ!-->…