Browsing Category
ଆଜିର ଖବର
ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ୪୪୦ କୋଟି ଜମା ଥିବା ଟିଏମସିର ତିନି ଆକାଉଣ୍ଟ ଫ୍ରିଜ୍ କଲା ଇଡି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇଛି । ଆର୍ଥିକ ହେରଫେର ସହ ଜଡ଼ିତ ଏକ ମାମଲାରେ, ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କରିଛି । ୪୪୦.୪୨ କୋଟି ଟଙ୍କା ତ୍ରୁଣମୂଳ କଂଗ୍ରେସର!-->…
ପିଏମ ଆବାସ ଯୋଜନା ସହ ସାମିଲ ହେବ ପିଏମ ସୂର୍ଯ୍ୟ ଘର ଯୋଜନା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ୟ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏବେ ପିଏମ ସୂର୍ଯ୍ୟ ଘର ଯୋଜନାକୁ ଏବେ!-->…
ପୁଣେରେ ଭୁଶୁଡ଼ିଲା ୩ ମହଲା ବିଲିଡିଂ, ଅନେକ ଲୋକ ଫସିଥିବା ଆଶଙ୍କା
ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି ପଡ଼ିଛି। ଆଶଙ୍କା କରାଯାଉଛି ଯେ ୧୫ ରୁ ୨୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଏହି ଘଟଣା!-->…
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।!-->…
ସାଇବର ଠକେଇର ଶୀଘ୍ର ପଞ୍ଜୀକରଣ-ତଦନ୍ତ ପାଇଁ ‘ଇ-ଜିରୋ FIR’ ବ୍ୟବସ୍ଥା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ!-->…
ଭୁବନେଶ୍ୱର କୋର୍ଟକୁ ବୋମା ଧମକ
ଭୁବନେଶ୍ୱର କୋର୍ଟକୁ ବୋମା ଧମକ କଲ । ବୋମା ଧମକ ମିଳିବା ପରେ କୋର୍ଟ ଭିତରୁ କାମ ଛାଡି ଭୟରେ ସମସ୍ତେ ବାହାରକୁ ବାହାରିଛନ୍ତି। ଏଥିସହିତ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ!-->…
ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍ , ଶୀର୍ଷରେ ରେଭେନ୍ସା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ!-->…
ଆସନ୍ତା କାଲି ଖୋଲିବ ହୀରାକୁଦର ୪ ଗେଟ୍
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଆସନ୍ତା କାଲି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ । ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ତାଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟାରେ ହୀରାକୁଦର ୪ଟି ଗେଟ୍ ଖୋଲାଯିବ ।ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ!-->…
ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୟୁପିରୁ ଆଉ ଜଣକୁ ଗିରଫ କଲା NIA
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ!-->…
କାର୍ ନମ୍ବରରେ ବାଇକର ଫାଇନ୍ ।ଆରଟିଓ କାର୍ଯ୍ୟ ଉପରେ ପ୍ରଶ୍ନ
ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।ଅନଲାଇନ୍ ରେ ନୋଟିସ ମଧ୍ୟ!-->…