Browsing Category
ଆଜିର ଖବର
ଭୁବନେଶ୍ବରରେ ଝିଆରୀକୁ ବଳାତ୍କାର ସହ ଅଶ୍ଳୀଳ ଭିଡ଼ିଓ କରିବା ଅଭିଯୋଗରେ ମଉସା ମାଉସୀ ଗିରଫ
ଭୁବନେଶ୍ଵର(ରାଜ୍ୟ କାହାଣୀ )ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା I ମଉସା ଜବରଦସ୍ତ ବଳାହାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ!-->…
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । କ୍ୟାବିନ୍କୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି । କ୍ୟାବିନ୍କୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍ ଲାଗିଛି । ଫୁଲତୋଡ଼ା!-->…
ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ କଟକଣା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବାବେଳେ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ନେଇ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ବନ୍ଧର ଚାରିଟି ଗେଟ୍ ଦେଇ ପାଣି!-->…
ଇରାନରେ ଆମେରିକାର ମନଇଚ୍ଛା ଆକ୍ରମଣ
ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଧମକ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟକୁ ଆଶଙ୍କା ସୃଷ୍ଟି କରିଛି। ଆମେରିକା!-->…
ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ !
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି ।ବିଦେଶରେ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଜାରି ରହିଲା!-->…
ଖୋଲିଲା ହୀରାକୁଦ ଡ୍ୟାମ୍ର 4ଟି ଗେଟ୍, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହୋଇଛି । ହୀରାକୁଦ ଡ୍ୟାମ୍ର କର୍ତ୍ତୃପକ୍ଷ ସକାଳ 11ଟାରେ 4ଟି ଗେଟ୍ ଖୋଲି ଚଳିତ ସିଜିନ୍ର ପ୍ରଥମ ବନ୍ୟାଜଳ ଜଳଭଣ୍ଡାରରୁ ଛାଡିଛନ୍ତି । ଜଳଭଣ୍ଡାର ଓ!-->…
ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ୱାଗତ ପାଇଁ ବିମାନବନ୍ଦରରେ ରାଜ୍ୟପାଳ । ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର!-->…
୧୨ ଯାଏଁ ଭିଜିବ ଓଡ଼ିଶା, ପ୍ରବଳ ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ଵର (ରାଜ୍ୟ କାହାଣୀ) ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ!-->…
ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ
ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ୧୫ ମତ୍ସ୍ୟଜୀବୀ । ପଶ୍ଚିମବଙ୍ଗ ଶଙ୍କରପୁର ସମୁଦ୍ରରେ ଅଘଟଣ । ଜୁଲାଇ ୨ ତାରିଖରୁ ମା କାଳୀ ଟ୍ରଲର ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ!-->…
ରଥଯାତ୍ରା ପୂର୍ବରୁ ବଡ଼ଦେଉଳ ଉପରେ ଉଡ଼ିଲା ଡ୍ରୋନ୍
ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଁ ଜୋନ୍ ରେ ଉଡିଲା ଡ୍ରୋନ୍ । ଆଜି ସକାଳ ପ୍ରାୟ ୫:୩୦ ମିନିଟରେ ଡ୍ରୋନଟି ଉଡୁଥିଲା । ଦୀର୍ଘ ସମୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ସହ ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟକୁ କଏଦ୍ କରିଛି । ଏହି!-->…