Browsing Category
ଆଜିର ଖବର
ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା
ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ ମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ଓ ଡ୍ରୋନ ଉଡାଣ ପାଇଁ ପ୍ରତିବନ୍ଧକ ଲଗାଯାଇଛି । କଟକଣା ଜୁଲାଇ ୧୬ରୁ ୨୭!-->…
ଭାରତରେ ମିଳିବ Awiqli !ଏଣିକି ପ୍ରତିଦିନ ନୁହେଁ, ସପ୍ତାହକୁ ଥରେ ନେବେ ଇନସୁଲିନ୍
ମଧୁମେହ ରୋଗୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଭାରତରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଭାରତରେ ସପ୍ତାହକୁ ଥରେ କ୍ଲିନିକାଲ୍ ବ୍ୟବହାର ପାଇଁ ଅନୁମୋଦିତ ବାସାଲ୍ ଇନସୁଲିନ୍, ଆୱିକ୍ଲି (Awiqli) ପ୍ରଚଳନ ହୋଇଛି । ଏପରି କରିବାରେ ଭାରତ ଦୁନିଆର ପ୍ରଥମ ଦେଶ ପାଲଟିଛି । ଡେନମାର୍କର ଔଷଧ!-->…
ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ (PRI) ଏବଂ ପୌର ନିର୍ବାଚନ (ULB) ପାଇଁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ!-->…
ଚାକିରି ଓ ସମ୍ପତ୍ତି ଲୋଭ, ମା’କୁ ସ୍କର୍ପିଓ ଚଢାଇ ହତ୍ୟା କଲା ଝିଅ
ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନିଜ ମା’ କୁ ହତ୍ୟା କରିବାକୁ ୭ ଲକ୍ଷର ସୁପାରୀ ଦେଇଥିବା ଝିଅ ଆୟୁଷୀ ଶର୍ମାର କଳା କାରନାମାର ପର୍ଦ୍ଦାଫାଶ ହୋଇଛି । ଗତ ଜୁଲାଇ ୩ ତାରିଖରେ କୋର୍ଟ କ୍ଲର୍କ ଭାବେ କାର୍ଯ୍ୟରତ ୪୫ ବର୍ଷୀୟା ମହିଳା ନୀରଜ ଶର୍ମା ପୁଅଙ୍କୁ!-->…
ଶଶୁର ଘରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ବାସୁଦେବ ନଗର ୩ୟ ଲାଇନରେ ଜଣେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି। ସେ ହେଲେ ଦିଗପହଣ୍ଡି ନିକଟ ବଦ୍ରିଗୁମାର ରାଜଲକ୍ଷ୍ମୀ!-->…
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’ । କଟକ ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଘଟିଛି ଦୁର୍ଘଟଣା । ଗୁରୁତର ବାଇକ୍ ଆରୋହୀ ମେଡିକାଲ୍ରେ ଭର୍ତ୍ତି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ।ସୂଚନା ଅନୁସାରେ କଟକ ସହରର ମଲା ଚଣ୍ଡିଆ ଛକ ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ୧୮ ନମ୍ବର୍!-->…
ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଏହି ଅବସରରେ ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଛନ୍ତି ଉପରାଷ୍ଟ୍ରପତି। ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ!-->…
ଭୁବନେଶ୍ବରରେ ଝିଆରୀକୁ ବଳାତ୍କାର ସହ ଅଶ୍ଳୀଳ ଭିଡ଼ିଓ କରିବା ଅଭିଯୋଗରେ ମଉସା ମାଉସୀ ଗିରଫ
ଭୁବନେଶ୍ଵର(ରାଜ୍ୟ କାହାଣୀ )ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା I ମଉସା ଜବରଦସ୍ତ ବଳାହାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ!-->…
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ
ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । କ୍ୟାବିନ୍କୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି । କ୍ୟାବିନ୍କୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍ ଲାଗିଛି । ଫୁଲତୋଡ଼ା!-->…
ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ କଟକଣା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବାବେଳେ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ନେଇ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ବନ୍ଧର ଚାରିଟି ଗେଟ୍ ଦେଇ ପାଣି!-->…