ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼ । ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଆଜି ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି । ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନରେ ଧମକ ଦେଇଥିବା ଅଭିଯୋଗରେ ହାଜର ହୋଇଛନ୍ତି ।ଆଇନଜୀବୀଙ୍କ ଅଭିଯୋଗ ପରେ ମାମଲା ରୁଜୁ । ଥାନାରେ ପଚରାଉଚରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । 

You might also like