Browsing Category
ଆଜିର ଖବର
ରାଜ୍ୟରେ ମାଟିତଳେ ବିଛାଯିବ ବିଦ୍ୟୁତ୍ ତାର:ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ଓ!-->…
ବଦଳି ଆଦେଶ ନ ମାନିଲେ କାଲିଠୁ ଦରମା ବନ୍ଦ :ଅର୍ଥ ବିଭାଗ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଅର୍ଥ ବିଭାଗ ପକ୍ଷରୁ ଏହି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ । ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା , ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଆସିଛି ଏହି ନିର୍ଦ୍ଦେଶ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର!-->…
ରାଜ୍ୟରେ ସାର ସଙ୍କଟ ଦୂର ପାଇଁ DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି
ରାଜ୍ୟରେ ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । DAP ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି । ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍କୁ ପ୍ରୋତ୍ସାହନ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ଓ କୃଷକ!-->…
ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା, QDENGA ଟିକାକୁ ମିଳିଲା ମଞ୍ଜୁରୀ
ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ କ୍ଷତି ଘଟିଥାଏ। ବର୍ଷା ପରେ ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟେ। କିନ୍ତୁ ଏବେ ଏହି ମହାମାରୀକୁ ରୋକିବା ପାଇଁ ଡେଙ୍ଗୁ ଟିକା QDENGAକୁ ମଞ୍ଜୁରୀ ଦେଇଛି DCGI । ୪ ବର୍ଷରୁ ୬୦!-->…
ଅଙ୍ଗନବାଡି ଦିଦିଙ୍କ ଅଣ୍ଡା ଚିନ୍ତା , ବଜାରରେ ୯ଟଙ୍କା, ପିଲାଙ୍କ ପାଇଁ ମିଳୁଛି ୭ଟଙ୍କା
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ବଢିଲା ଅଣ୍ଡା ଦର । ହଠାତ ଦରରେ ସିଧାସଳଖ 2 ଟଙ୍କା ବୃଦ୍ଧି ହୋଇଛି । କିଛି ଦିନ ତଳେ ଗୋଟିଏ ଅଣ୍ଡା 7 ଟଙ୍କା 15 ପଇସା ଥିବାବେଳେ ଦରବୃଦ୍ଧି ପରେ ମୂଲ୍ୟ 9 ଟଙ୍କାରେ ପହଞ୍ଚିଛି । କେତେକ ଖୁଚୁରା ବ୍ୟବସାୟୀ ଗୋଟିଏ ଅଣ୍ଡାକୁ 10 ଟଙ୍କାରେ ମଧ୍ୟ ବିକ୍ରି!-->…
ସଂସଦ ଆରମ୍ଭ ହେବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ
ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ ।ସଂସଦ ଆରମ୍ଭ ହେବା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ କଥାରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ ବି କରିଛନ୍ତି।। ଗଣମାଧ୍ୟମକୁ ସମ୍ବୋଧିତ କରି!-->…
ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, କିନ୍ତୁ VIP ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ: କେନ୍ଦ୍ରାଞ୍ଚଳ ଆଇଜି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ!-->…
ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ ।ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ତେବେ କୌଶଳ କରି ସାହସର ସହ ପୀଡ଼ିତା ଯୌନ ପିପାସୁ କବଳରୁ!-->…
ଲଗାଣ ବର୍ଷାର ପ୍ରଭାବରେ ଭୁବନେଶ୍ୱରରେ ପରିବା ଦର ଆକାଶଛୁଆଁ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି!-->…
ସାମ୍ବାଦିକଙ୍କୁ ‘ଲୋକସେବା ଭବନ’ପ୍ରବେଶ କଟକଣାକୁ ଦୃଢ଼ ବିରୋଧ lନିଷ୍ପତି ପ୍ରତ୍ୟାହାର ନହେଲେ…
ଭୁବନେଶ୍ୱର( ରାଜ୍ୟ କାହାଣୀ )ରାଜ୍ୟରେ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନେ ନିଜର ବୃତ୍ତି ଗତ କାର୍ଯ୍ୟ ସମ୍ପାଦଣପାଇଁ ଲୋକସେବା ଭବନକୁ ଯିବାରେ କଟକଣାକୁ ଯଥା ’’ ଅଧିସୀକୃତିପ୍ରାପ୍ତ କାର୍ଡକୁ ‘’ ବରଣ କରିବା ଏକ ଦୁର୍ଭାଗ୍ୟ ଜଣକ ଘଟଣା, ଏଥିନେଇ ସାମ୍ବାଦିକ ମହଲରେ ଘୋର ଅସନ୍ତୋଷ!-->…