Browsing Category
ଆଜିର ଖବର
ରାଜ୍ୟ ଦଳଗୁଡ଼ିକ ଡିଡି-ଆକାଶବାଣୀରେ ମାଗଣାରେ ପ୍ରଚାର କରିପାରିବେ
ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓରେ ମାଗଣା ପ୍ରସାରଣ/ଟେଲିକାଷ୍ଟ ସମୟ ପାଇଁ ନିର୍ବାଚନ କମିଶନ ଜାତୀୟ ଏବଂ ରାଜ୍ୟ ଦଳଗୁଡ଼ିକୁ ଡିଜିଟାଲ୍ ଭାଉଚର ଜାରି କରିଛନ୍ତି। ବର୍ତ୍ତମାନ ଏହି ବ୍ୟବସ୍ଥା ମୁଖ୍ୟତଃ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ନିର୍ବାଚନ ସମ୍ବନ୍ଧୀୟ!-->…
ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨
ରାଜ୍ୟକାହାଣୀ ( ଭୁବନେଶ୍ୱର )ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ସାଗର କବଚ । ପାରାଦୀପରେ ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି!-->…
ଆଇପିଏଲ 2026 ପାଇଁ ବିସିସିଆଇର ନୂଆ ନିୟମ
ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯। ଏହା ପୂର୍ବରୁ କଠୋର ନିୟମ ଆଣିଛି ବିସିସିଆଇ । ସାତଟି ନୂତନ ନିୟମ ଜାରି କରିଛି । ପରିବର୍ଦ୍ଧିତ ନିର୍ଦ୍ଦେଶାବଳୀ ହେଲା
୧-ନେଟ୍ସ ଲାଗି ୨ଟି ସ୍ଥାନ ମିଳିବ। ଗୋଟିଏ ସାଇଡ୍ ୱିକେଟ୍ ମେନ୍ ସ୍କୋୟାରରେ ରହିବ। କିନ୍ତୁ ମୁମ୍ବାଇ!-->!-->!-->…
ଦିଲ୍ଲୀ ବିଧାନସଭାକୁ ବୋମା ଧମକ
ଆଜି ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ସକାଳ ପ୍ରାୟ ସାଢ଼େ ୭ଟାରେ ଆସିଥିବା ଏହି ଇମେଲ୍ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ!-->…
ଆମେରିକା-ଇରାନ ମଧ୍ୟରେ ମଧ୍ୟସ୍ଥତା କରିବ ପାକିସ୍ତାନ
ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତାକୁ ଶାନ୍ତ କରିବା ପାଇଁ ପାକିସ୍ତାନ ଏବେ ଏକ 'ମୁଖ୍ୟ ମଧ୍ୟସ୍ଥ' ଭାବରେ ଉଭା ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଟ୍ରମ୍ପ!-->…
ପିଲାଛୁଆ ଜନ୍ମ ନହେବାରୁ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଅଭିଯୋଗ ହୋଇଛି । ମୃତ ହେଉଛନ୍ତି ଲକ୍ଷ୍ମୀ ସାହୁ। ମହିଳାଙ୍କ ଭାଇ ମେଣ୍ଡିପାଲି ଗାଁର ମୁରଲୀ ସାହୁଙ୍କ ଅଭିଯୋଗ!-->…
ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା
ସରକାର ୧ ଏପ୍ରିଲ୍, ୨୦୨୬ ଠାରୁ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂଆ ଇନକମ୍ ଟାକ୍ସ ଆକ୍ଟ ଲାଗୁ ହେବ। ଏଥିରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ଦରମା ଏବଂ କମ୍ପାନୀରୁ ମିଳୁଥିବା ସୁବିଧା ଉପରେ କିପରି କର!-->…
ଦୁଇଟି ମୁଣ୍ଡ, ଦୁଇଟି ହାତ ଏବଂ ଚାରୋଟି ଗୋଡ କିନ୍ତୁ ଗୋଟିଏ ହୃଦୟ ଥିବା ଯମଜ ଶିଶୁ ଜନ୍ମ
୧୭ ମାର୍ଚ୍ଚରେ ସାସନି ଗେଟ୍ ଅଞ୍ଚଳର ବିହାରୀ ନଗରର ବାସିନ୍ଦା ଆକାଶ କୁମାରଙ୍କ ପତ୍ନୀ ନୀରୁଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଟିମ୍ ସିଜରିଆନ୍ ଡେଲିଭରି କରିଥିଲେ, କିନ୍ତୁ ଶିଶୁମାନଙ୍କ ଜନ୍ମ ହେବା ମାତ୍ରେ,!-->…
ଟ୍ରମ୍ପଙ୍କୁ ଝଟକା !ଯୁଦ୍ଧବିରତି ହୋଇନି କହିଲା ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ!-->…
ବିଜୁଙ୍କ ବିରୋଧରେ ବି ଷଡଯନ୍ତ୍ର କରିଥିଲେ: ପ୍ରମିଳା
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଶ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି!-->…