Browsing Category
ଆଜିର ଖବର
ମେ’ ୫ରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା
ଓଡ଼ିଶାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET (Common PG Entrance Test) ପ୍ରବେଶିକା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି । ଆସନ୍ତା ମେ’ ୫ ତାରିଖରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ!-->…
ଏସସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା : ମେଡିକାଲରେ ପହିଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ। ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ!-->…
ମାଫିଆଙ୍କୁ ସରକାରଙ୍କର କଡା ଚେତାବନୀ । ସୁଧୁରିଯାଅ ନଚେତ ସୁଧାରିଦେବୁ
ଭୁବନେଶ୍ୱର (ରାଜ୍ୟକାହାଣୀ )ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ!-->…
ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ
ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଏଆଇବି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ରାଉରକେଲାରେ ପହଞ୍ଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା ମିଳିଛି ।ଫଳର ଇଞ୍ଚିନରେ ସମସ୍ୟା ଯୋଗୁଁ ବିମାନ!-->…
ଚମକିଲା ସୁନା ଓ ରୁପା, ଦେଢ ଲକ୍ଷ ପାର୍ କଲା ଦାମ୍
ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ପାଇଛି। ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା।!-->…
ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍
ଏବେ ଗୁଗଲ୍ କ୍ରୋମ୍ 'ଭର୍ଟିକାଲ୍ ଟ୍ୟାବ୍' (Vertical Tabs) ଫିଚର୍ ଆସିଯାଇଛି। ଏବେ ନିଜ ବ୍ରାଉଜର୍ରେ ଖୋଲାଥିବା ସମସ୍ତ ଟ୍ୟାବ୍କୁ ସ୍କ୍ରିନ୍ର ଉପର ଭାଗ ବଦଳରେ ବାମ ପାର୍ଶ୍ୱରେ ଥିବା ଏକ 'ସାଇଡ୍ ବାର୍' (Sidebar) ରେ ରଖିପାରିବେ।ସାଧାରଣତଃ ବ୍ରାଉଜରର ଉପର ଭାଗରେ ଏକାଧିକ ଟ୍ୟାବ୍!-->…
ଚାଲିଛି ରତ୍ନଭଣ୍ଡାର ଗଣତିମଣତି, ଭିତରକୁ ଗଲେ ସ୍ୱତନ୍ତ୍ର ଟିମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି!-->…
କୁଖ୍ୟାତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ
ଭୁବନେଶ୍ୱର (ରାଜ୍ୟକାହାଣୀ )ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ।୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି| ୬ ମାସ ପରେ!-->…
ରେପୋ ହାର ଅପରିବର୍ତ୍ତିତ : ୫.୨୫% ସ୍ଥିର
ଆରବିଆଇ ପୁଣିଥରେ ନୀତିଗତ ସୁଧ ହାର, ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ଏହାକୁ ୫.୨୫% ସ୍ଥିର ରଖାଯାଇଛି। ଏହା ଚଳିତ ଆର୍ଥିକ ବର୍ଷରେ ଏମପିସିର ପ୍ରଥମ ବୈଠକ ଏବଂ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ବୈଠକ। ଇରାନ ସଙ୍କଟ ପୁଣି ଥରେ ମୁଦ୍ରାସ୍ଫୀତିର ବିପଦ ସୃଷ୍ଟି କରୁଛି। ତେଣୁ, ସୁଧ!-->…
ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଉଛୁଳିଲା ସେୟାର ମାର୍କେଟ
ଉଛୁଳିଲା ସେୟାର ମାର୍କେଟ । ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଜବରଦସ୍ତ କମବ୍ୟାକ । ପ୍ରାୟ ୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ସୂଚନାମୁତାବକ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ ।!-->…