ଇଣ୍ଡିଆନ ଅଏଲର ଏଲ୍ପିଜି ବ୍ରାଣ୍ଡ୍‘ଇଡେନ’ ପକ୍ଷରୁ ହାଲୁକା ସିଲିଣ୍ଡରଇଡେନ ‘ଏକ୍ସଟ୍ରାଲାଇଟ ନାଓଁ’ରନୂଆ ସଂଯୋଗରେ ୧୫ ବିତରକଙ୍କୁସମ୍ବଦ୍ଧିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଇଣ୍ଡିଆନ ଅଏଲର ଏଲ୍ପିଜି ବ୍ରାଣ୍ଡ୍‘ଇଡେନ’ ପକ୍ଷରୁ ହାଲୁକା ସିଲିଣ୍ଡରଇଡେନ ‘ଏକ୍ସଟ୍ରାଲାଇଟ ନାଓଁ’ରନୂଆ ସଂଯୋଗରେ ଉଲ୍ଲେଖନୀୟପ୍ରଦର୍ଶନ କରିଥିବା ୧୫ ବିତରକଙ୍କୁସମ୍ବଦ୍ଧିତ କରାଯାଇଛି। ସେହି ଭଳିବିତରକ ପଏଣ୍ଟ ଗୁଡିକରେ ବିକ୍ରିଅଭିବୃଦ୍ଧିରେ ବିଶେଷ ଯୋଗଦାନରଖିଥିବା କର୍ମଚାରୀ ଏବଂ ଡେଲିଭରିଏଜେଣ୍ଟମାନଙ୍କୁ ମଧ୍ୟ କମ୍ପାନି ସମ୍ମାନିତକରିଛି। ଇଣ୍ଡିଆନ ଅଏଲ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀ ଷ୍ଟେଟ ହେଡ଼ ବିତରକ ମାନଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ କମଲ୍ ସିଲ୍ କହିଛନ୍ତି ଯେ, ଏକୁଟୁଲାଇଟନାଓଁ ଉତ୍ପାଦର ନୂଆ ସଂଯୋଗ କ୍ଷେତ୍ରରେଓଡ଼ିଶା ସାରା ଦେଶରେ ୩ୟ ସ୍ଥାନ ହାସଲହୋଟେଲରେ ସୋମବାର ଅନୁଷ୍ଠିତ ଏକ୍ସଟ୍ରାଲାଇଟ୍ ନାଓଁସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲରସିଜିଏମ୍ ତଥା ରାଜ୍ୟ ମୁଖ୍ୟ କମଲ ସିଲ୍,ରାଜ୍ୟ ଏଲ୍ପିଜି ମୁଖ୍ୟ ନାରୁ ତଣ୍ଡୁପ ଏବଂଡିଏଲ୍ଏସ୍ଏଚ୍ ଏସ୍ ଏଚ୍ଓ ସଚିନ କଦମପ୍ରମୁଖ ଉପସ୍ଥିତ ରହି ଅଂଶୀଦାରଙ୍କୁଉତ୍ସାହିତ କରିବା ସହ ଏକ୍ସଟ୍ରାଲାଇଟ୍ନାଓଁ ଉତ୍ପାଦ ବିକ୍ରିକୁ ଆଉ ଗୋଟିଏସୋପାନକୁ ନେବାକୁ ଆହ୍ବାନ ଦେଇଛନ୍ତି।ଏହି ଅବସରରେ ଇଣ୍ଡିଆନଅଏଲର ସିଜିଏମ୍ ତଥା ରାଜ୍ୟ ମୁଖ୍ୟନୂଆ ସଂଯୋଗରେଓଡ଼ିଶା ତୃତୀୟକରିଛି। ଏହି ଉତ୍ପାଦ ଜରିଆରେ ଗ୍ରାହକଙ୍କୁଏକ ନୂଆ ତଥା ସ୍ଵତନ୍ତ୍ର ଅଭିଜ୍ଞତା ଦେବାଆମ ଲକ୍ଷ୍ୟ। ଏହି ସିଲିଣ୍ଡର ବୁଙ୍ଗି ଅତ୍ୟନ୍ତସହଜ ଏବଂ ଓଜନ ଦୃଷ୍ଟିରୁ ହାଲୁକା।ଗ୍ରାହକ ମାତ୍ର ୪ ଘଣ୍ଟାରେ ନୂଆ ସଂଯୋଗସହ ୩ ଘଣ୍ଟାରେ ରିଫିଲ୍ କରିପାରିବେ।ଗତ ୨ ମାସରେ ରାଜ୍ୟରେ ୭୫୦୦ରୁଏହି ବର୍ଗର ସିଲିଣ୍ଡର ସଂଯୋଗ ହୋଇଛି।ବିକ୍ରିକୁ ଆଉ ଗୋଟିଏ ସ୍ତରକୁ ନେବାକୁ୨.୦ କ୍ୟାମ୍ପେନ ଆରମ୍ଭ ହୋଇଛି। ଏଥିରେବିତରକ ବନ୍ଧୁଙ୍କ ଲାଗି ଆକର୍ଷଣୀୟପ୍ରୋସାହନ ଦିଅଯାଉଛି । ରାଜ୍ୟ ଏଲ୍ପିଜିମୁଖ୍ୟ ନରୁ ତଣ୍ଡୁପ କହିଲେ, ରାଜ୍ୟରେଏହି ବର୍ଗର ସିଲିଣ୍ଡର ବିକ୍ରି ଅଭିବୃଦ୍ଧିରଢେର ସମ୍ଭାବନା ରହିଛି।