Browsing Category

ଆଜିର ଖବର

ରାଜଧାନୀରୁ ଆତଙ୍କୀ ଗିରଫ: ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ୍‌ ବ୍ରାଞ୍ଚ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀରୁ ଜଣେ ଆତଙ୍କୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳରେ ୟୁନିଟ୍ 6 ରେ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି I ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ I ଦେଶ ବିରୋଧରେ ସୋସିଆଲ୍

ପଞ୍ଚମ ଶ୍ରେଣୀ ‘ଆମ ବିଚିତ୍ର ବିଶ୍ୱ’ ବହିରେ ତ୍ରୁଟି, ବର୍ଣ୍ଣନା ହୋଇଛି ବ୍ରହ୍ମପୁର ଏକ ଜିଲ୍ଲା

ଭୁବନେଶ୍ୱର (ରାଜ୍ୟକାହାଣୀ )ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ

PM-RAHAT ଯୋଜନା: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା, ଓଡ଼ିଶା ପୋଲିସକୁ କଡ଼ା ନିର୍ଦ୍ଦେଶ

ରାଜ୍ୟ କାହାଣୀ (ଭୁବନେଶ୍ଵର)ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ପ୍ରଧାନମନ୍ତ୍ରୀ ରାହତ' (PM-RAHAT) ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ

ଶାନ୍ତି ଆଲୋଚନା ପୂର୍ବରୁ ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ

ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଇରାନକୁ ଚେତାବନୀ। ଇରାନ ସହଯୋଗ କରୁ କି ନକରୁ, ହର୍ମୁଜ ଖୋଲିବ ଆମେରିକା।ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ।

ଆଜି ବିଶ୍ବ ଛେନା ପୋଡ ଦିବସ

ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ , ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି ।ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ

ଆଜିଠୁ କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ଆଜିଠାରୁ ଗୁଳୁଗୁଳି ଆରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗୁଳୁଗୁଳିରେ ଆଜିଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ।୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ

ଚନ୍ଦ୍ର ପରିକ୍ରମା କରି ଫେରିଲେ ୪ ମହାକାଶଚାରୀ

ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।। ଆଜି ସକାଳ ପ୍ରାୟ ୫ଟା ୩୭ ମିନିଟରେ ମହାକାଶଚାରୀଙ୍କୁ ନେଇ ଆସିଥିବା କ୍ୟାପସୁଲ୍

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର (ରାଜ୍ୟକାହାଣୀ )ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ କେତେ ଟଙ୍କା ନିଏ?

ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ ଭାବରେ କାର୍ଯ୍ୟ କରେ, ତଥାପି ସଂଘର୍ଷ ପରେ ମଧ୍ୟ, ଏହି ଅଞ୍ଚଳରେ ସାମୁଦ୍ରିକ ପରିବହନରେ ଏକ ବଡ଼

ଆମ ବସରେ ବୟସ ପ୍ରମାଣ ପତ୍ର ବାଧ୍ୟତାମୂଳକ କଲା କ୍ରୁଟ୍

ରାଜ୍ୟ କାହାଣୀ (ଭୁବନେଶ୍ଵର)ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର।ଆମ ବସ୍ ଟିକେଟରେ ରିହାତି ପାଇଁ