Browsing Category

ଆଜିର ଖବର

ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଅକ୍ଟୋବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ସେବା । ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ । ଆଗକୁ ଆନ୍ତର୍ଜାତିକ ବିମାନ ସେବା ବାଧାପ୍ରାପ୍ତ ନ ହେବା ପାଇଁ ହବ୍ ଆଣ୍ଡ ସ୍ପୋକ ସର୍ଭିସ୍ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବିମାନବନ୍ଦର…

ବାଉଁଶ ଏବଂ କାଗଜ ଉପରେ ଗୁପଚୁପକୁ ସଜାଯାଇ ଏକ ୧୩ ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତି

ପୁଣେର ଫର୍ଗସନ କଲେଜ ରୋଡରେ ଗୁପଚୁପରେ ଅଦ୍ଭୁଦ କଳାକୃତି ଦେଖିବାକୁ ମିଳିଛି । 21 ହଜାର କଡ଼କଡ଼ିଆ ଗୁପଚୁପକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ଗୁପଚୁପରେ ତିଆରି ହୋଇଛନ୍ତି ଗଜାନନ । ବାଉଁଶ ଏବଂ କାଗଜ ଉପରେ ଗୁପଚୁପକୁ ସଜାଯାଇ ଏକ ୧୩ ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତିର ରୂପ…

ମୋଟରସାଇକେଲରେ ଲିଫ୍ଟ ଦେବା ଆଳରେ 2 ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 5 ଅଟକ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ । ମୋଟରସାଇକେଲରେ ଲିଫ୍ଟ ଦେବା ଆଳରେ ପାଞ୍ଚ ଜଣ ଯୁବକ ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ବୀରମିତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ହେବା ପରେ ପାଞ୍ଚ ଜଣ…

ଓଡ଼ିଶା ଡିଜି ନିଯୁକ୍ତି ମାମଲା: ୨୨ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାର ପରବର୍ତ୍ତୀ ଡିଜି ନିଯୁକ୍ତି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ । ଡିଜି ଚୟନ ପ୍ରକ୍ରିୟାରେ କୌଣସି…

‘ଚିଠି ଲେଖା ଆନ୍ତରିକତା ନା ହାଇ ଭୋଲ୍ଟେଜ୍ ଡ୍ରାମା- ଅରୁଣ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ଶାସକ ଦଳର ନେତାଙ୍କ ଚିଠିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା । ସେ କହିଛନ୍ତି ନିଜ ଲୋକଙ୍କ ସମସ୍ୟା ପାଇଁ ସ୍ୱର ଉଠାଇ ଚିଠି ଲେଖିଥିବା ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ଅରୁଣ । ତେବେ…

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଭାରତ

ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକା କଂଗ୍ରେସରେ ଋଷ ବିରୋଧୀ ବିଲ୍ ପାସ୍ ହୋଇଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟିଭସରେ ଏହାକୁ ପାରିତ କରାଯାଇଛି । ବିଲ୍ ସପକ୍ଷରେ୨୬୦ରୁ ଅଧିକ ଭୋଟ୍ ପଡିଥିଲା । ତେବେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ‘ସରକାର ସବୁବେଳେ ପ୍ରସ୍ତୁତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି । ତେବେ ଏସବୁ ଆକଳନ ମଧ୍ୟରେ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁବେଳେ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା

ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ନିକଟସ୍ଥ ବାବରାକୋଟ ଗାଁର ।…

UPI ଶୁଳ୍କ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ ! ଗ୍ରାହକ ନୁହେଁ ବ୍ୟବସାୟୀ ଦେବେ ଚାର୍ଜ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର) ଶୁଳ୍କ ଲାଗୁ କରିବା ଲାଗି ହୋଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁଳ୍କ ଲାଗୁ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିବା ସହ ପ୍ରତ୍ୟାହାର ପାଇଁ ଦାବି…

ଉଧମପୁର ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ କରିଛନ୍ତି ଜମ୍ମୁ-କାଶ୍ମୀରର ଉଧମପୁରର ବ୍ରାଟାଲ ଅଞ୍ଚଳର ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀ କହିଛନ୍ତି ଯେ, “ଅପରେସନ୍ ସୋହନ” ଅଧୀନରେ ଏହି ଅଭିଯାନ କରାଯାଇଥିଲା ।…