Browsing Category

ଆଜିର ଖବର

ମହଙ୍ଗା ପଡିଲା ରାତି ଅଧିଆ ଭେଟ, ବନ୍ଧା ହେଲେ OAS ଅଫିସର

ଭୁବନେଶ୍ୱର (ରାଜ୍ୟ କାହାଣୀ )ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ। ଅଡ଼ୁଆରେ ପଡିଲେ ବାବୁ । ରାତି ଅଧରେ ହେଉଥିଲେ ଉତ୍ପାତ । ଉଠାଇ ଆଣିଲା ପୁଲିସ । ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି…

ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ରାଜ୍ୟ କାହାଣୀ ) ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତକରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ ଦଳକୁ ସ୍ବତନ୍ତ୍ର ନିର୍ବାଚନ ଚିହ୍ନ ମଧ୍ୟ ଆବଣ୍ଟନ କରାଯାଇଛି, ଯାହାକୁ ନେଇ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଏବଂ ଭାଜପା…

ଦିଲ୍ଲୀରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏକ ଅତ୍ୟନ୍ତ ନୃଶଂସ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଯୁବତୀ ଜଣକ ଅଭିଯୁକ୍ତଙ୍କ ସହିତ ଏକ ଟେମ୍ପୋରେ ଯାତ୍ରା କରିଥିଲେ । ଟେମ୍ପୋ ଭିତରେ…

ପୌର ନିର୍ବାଚିତ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆଗାମୀ ପୌର ନିର୍ବାଚନକୁ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାର ସଂଶୋଧିତ ସମୟସୂଚୀ ଜାରି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ।ଆସନ୍ତା ୨୪ ସୁଦ୍ଧା ପୋରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ…

ରାଜ୍ୟସଭା କ୍ରସ୍‌ ଭୋଟିଂ ମାମଲା: ହାଇକୋର୍ଟରେ ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ ଅମାନ୍ୟ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି ।ଏହି ହାଇ-ପ୍ରୋଫାଇଲ୍ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ…

UPIକୁ ନେଇ ନବୀନଙ୍କ ବୟାନ, ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର

ଭୁବନେଶ୍ଵର (ରାଜ୍ୟ କାହାଣୀ ) UPI ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର ।୧୦ ଦିନ ପରେ ଦିଲ୍ଲୀରୁ ଫେରିବା ପରେ ବିମାନବନ୍ଦରରେ ଏପରି ପ୍ରତିକ୍ରିୟା…

ଏକାମ୍ର ରେସିଡେନ୍‌ସି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ,UAN ଆଧାରରେ ଲଟେରିରେ ମିଳିବ ଘର

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏକାମ୍ର ରେସିଡେନ୍ସି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା। ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଆବେଦନ କରିପାରିବେ |ପ୍ରକ୍ରିୟାକୁ ସ୍ଵଚ୍ଛ କରିବାକୁ ୟୁନିକ ଆକାଉଣ୍ଟ ନମ୍ବର ବ୍ୟବସ୍ଥା କରାଯାଇଛି। ପ୍ରଥମେ ବିଡିଏ ୱେବସାଇଟରେ ୟୁନିକ ଆକାଉଣ୍ଟ ନମ୍ବର ପାଇଁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ବାହାରୁ ତାଲା ପକାଇଲେ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ ରହିଥିଲେ। ଏହି ଖବର ଜାଣିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଉକ୍ତ ରୁମ୍‌କୁ ବାହାରୁ ତାଲା ପକାଇ ଦେଇଥିଲେ।…

DGCAର ବଡ଼ ପଦକ୍ଷେପ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରୁ ସଦସ୍ୟ ନିଲମ୍ବିତ

ଏୟାର ଇଣ୍ଡିଆ ଏକ୍ସପ୍ରେସ ୮ ଜଣ କ୍ରୁ ସଦସ୍ୟଙ୍କୁ ତିନି ମାସ ପାଇଁ ନିଲମ୍ବନ କରିଛି । ଫ୍ଲାଇଟ୍ ପରେ ଆବଶ୍ୟକ ଡିକ୍ଲାରେସନ୍ ପୂରଣ କରିବାରେ ବିଳମ୍ବ ହେବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି । ଏହି ଘଟଣା ଅଗଷ୍ଟ ୨ ତାରିଖରେ ଦୁବାଇରୁ ଅମୃତସର ଆସୁଥିବା ଏକ ବିମାନ ଅବତରଣ କରିବା…