Browsing Category

ଆଜିର ଖବର

ବିଧାୟକ ଓ ସାଂସଦଙ୍କ ଚିଠି ପ୍ରସଙ୍ଗ : ପୂର୍ତ୍ତ ମନ୍ତ୍ରୀ ଡାକିଲେ ବଡ଼ ବୈଠକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପୂର୍ତ୍ତ ବିଭାଗକୁ ନେଇ ବଡ଼ ବୈଠକ ଡାକିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତା, ଫ୍ଲାଏଓଭର,…

ଏବେଠୁ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟକୁ ନାଁ ! ପେଟ୍ରୋଲ ପମ୍ପରେ ଲାଗିଲା ପୋଷ୍ଟର୍

କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ୍ ଉପରେ ୦.୪ ପ୍ରତିଶତର ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହା ଲାଗୁ ହେବ । ରାଜସ୍ଥାନର ଅଲଓ୍ୱରରେ ଦେଖିବାକୁ ମିଳିଛି ଯେ ଅନେକ ପେଟ୍ରୋଲ ପମ୍ପରେ…

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଟେନସନ୍, ୯୦୦ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଟେନସନ୍ ଦେଲାଣି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୯ ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୫ ହଜାର ୬ ଶହ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି ।…

ଭାରତ ଏବଂ ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବା ଅଧିକାର ଆମେରିକାକୁ ମିଳିଲା

ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ ୨୦୨୬’ ନାମକ ଆଇନରେ ସ୍ବାକ୍ଷର କରିଛନ୍ତି।ଏହି ଆଇନ ପରେ ରୁଷିଆରୁ ବହୁ…

ତିରୁପତି ଲଡ଼ୁ ଘିଅରେ ପାମ୍ ଅଏଲ୍! ଇଡି ଜାଲରେ ଫୁଡ୍ସ ପ୍ରମୋଟର

ତିରୁପତି ଲଡୁ ପ୍ରସାଦମ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଅପମିଶ୍ରଣ ଅଭିଯୋଗ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ସୁକୃତି ଫୁଡ୍ସର ପ୍ରମୋଟର କୈଳାଶ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର ୧୭ ତାରିଖରେ ଇଡିର ହାଇଦ୍ରାବାଦ କାର୍ଯ୍ୟାଳୟ…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ । ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଏ । ଏହି ତିଥି ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ କରାଯାଇଥାଏ, ଶ୍ରୀରାଧାଙ୍କର…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଉତ୍ତର ଥାଇଲ୍ୟାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବା ପରେ, ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଓଡ଼ିଶା T20 ଲିଗ୍ – CM ଟ୍ରଫି ପୂର୍ବରୁ ରାଉରକେଲା ସୁପରଷ୍ଟାର୍ସର ଅଫିସିଆଲ୍ ଜର୍ସି ଉନ୍ମୋଚନ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଆଗାମୀ ଭାରତ ମସଲା ଓଡ଼ିଶା T20 ଲିଗ୍ – CM ଟ୍ରଫି ପାଇଁ ରାଉରକେଲା ସୁପରଷ୍ଟାର୍ସ ଶୁକ୍ରବାର ଭୁବନେଶ୍ୱରସ୍ଥିତ ପ୍ରାଚୀ ସରୋବରରେ ନିଜର ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି।ଆସନ୍ତା ସେପ୍ଟେମ୍ବର ୨୦ରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି…

ସେମି କଣ୍ଡକ୍ଟର ମିଶନରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରି, ଓଡ଼ିଶାକୁ ୨ଟି ମିଳିଛି

ଦିଲ୍ଲୀରେ ଆୟୋଜିତ SEMICON India 2026 କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ…

ଓରାଙ୍ଗଉଟାନ ପଛରେ ଇଣ୍ଟରନ୍ୟାସନାଲ ଲିଙ୍କ୍:ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରଯାଉଛି। ଏସଟିଏଫ ଏହାର ତଦନ୍ତ କରୁଛି । ମୂଳ…