Browsing Category
ଆଜିର ଖବର
ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ: ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ସ୍ଥିତି ରହିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଏହି ୨ ନଦୀ। ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ। ବର୍ଷା କମିଥିବାରୁ ଯାଜପୁର, ଭଦ୍ରକରେ ନଦୀର ଜଳସ୍ତର!-->…
ୟୁଜିସି-ନେଟ୍ ପରୀକ୍ଷାକୁ ନେଇ ବର୍ଷିଲେ ରାହୁଲ :ଏନ୍ଟିଏର ଭୁଲ୍, ଛାତ୍ରଙ୍କୁ କାହିଁକି ଦଣ୍ଡ?
ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ କେନ୍ଦ୍ର ସରକାର ଓ ଏନ୍ଟିଏକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇଂରାଜୀ, କମର୍ସ ଓ ସୋସିଓଲୋଜି, ଏହି ୩ଟି ବିଷୟର ପରୀକ୍ଷା ବାତିଲ୍ ହୋଇ ପୁଣିଥରେ ପରୀକ୍ଷା ହେବାକୁ!-->…
ସ୍କୁଲରେ ବୁର୍ଖା ପିନ୍ଧି ଛାତ୍ରୀଙ୍କ ନୃତ୍ୟ, ଭିଡିଓ ଭାଇରାଲ
ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦ ଦେଖାଦେଇଛି । ଖରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ସମୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କିଛି ଛାତ୍ରୀଙ୍କୁ ବୁର୍ଖା ପିନ୍ଧି ମଞ୍ଚରେ ନୃତ୍ୟ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି ।!-->…
ବନ୍ୟାଞ୍ଚଳ ବୁଲିବେ BJDର ୩ ବରିଷ୍ଠ ନେତା
ଭୁବନେଶ୍ଵର (ରାଜ୍ୟ କାହାଣୀ )ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର ।ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି ।ତେବେ!-->…
ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ
ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ତେବେ ସୋମବାର ସନ୍ଧ୍ୟା ୬ଟା!-->…
ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ, ବାଘ ସଂଖ୍ୟା ୨୬କୁ ଖସିଲା
ଭୁବନେଶ୍ୱର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରରେ ରହୁଥିବା ଏକ ଅଣ୍ଡିରା ବାଘ ଛୁଆର ମୃତ୍ୟୁ ଘଟିଛି ।ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ସାଧାରଣ ନାଲି ରଙ୍ଗର ଅଣ୍ଡିରା ଶାବକଟି ୯ମାସ ବୟସରେ ଆଖିବୁଜିଛି ।!-->…
ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୫ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ ରହିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା!-->…
ଆଜି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ କ୍ଷେତ୍ର ସ୍ତରରେ ଉପସ୍ଥିତ ଅଛି,!-->…
ଶ୍ରାବଣ ତୃତୀୟ ସୋମବାର, ଜଳଲାଗି ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍
ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼।ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଲମ୍ବା!-->…
ଲଘୁଚାପ ପରେ ଲଘୁଚାପ,ବର୍ଷୁଛି ଆହୁରି ବର୍ଷିବ
ଭୁବନେଶ୍ଵର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ଅବପାତର ରୂପ ନେଇ ପାରେ। ଉତ୍ତର ଓଡ଼ିଶା ପାଇଁ ବଡ଼ ବର୍ଷା ବିପଦ ରହିଛି। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲେ ଭଦ୍ରକ,!-->…