Browsing Category
ଆଜିର ଖବର
ହୀରାକୁଦର ୧୦ ଗେଟ୍ ଖୋଲା, ଜଳଭଣ୍ଡାରର ଜଳସ୍ତର ରହିଛି ୬୧୯.୮୭ ଫୁଟ
ଭୁବନେଶ୍ୱର (ରାଜ୍ୟ କାହାଣୀ )ହୀରାକୁଦରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ!-->…
ହର୍ମୁଜ୍କୁ ନେଇ ତେଜିଲା ଟେନସନ୍, ଓମାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ଇରାନ-ଆମେରିକା ମଧ୍ୟରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ହର୍ମୁଜ୍ ପ୍ରଣାଳୀକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି ।ଆମେରିକା ପକ୍ଷରୁ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍କୁ ନେଇ ଚର୍ଚ୍ଚା ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ବା IRGC ପକ୍ଷରୁ ଦିଆଯାଇଛି କଡ଼ା ଚେତାବନୀ ।!-->…
୧୪ ମୁଖ୍ୟମନ୍ତ୍ରୀ, ୪୦୦୦ ସାଂସଦ-ବିଧାୟକଙ୍କ ବିରୋଧରେ ରହିଛି କ୍ରିମିନାଲ କେସ୍, ସୁପ୍ରିମକୋର୍ଟକୁ ପହଞ୍ଚିଲା ମାମଲା
ଦେଶର ରାଜନୀତି ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆ ଅଦାଲତରେ ଉକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଏମ୍ପି ଏବଂ ବିଧାୟକମାନଙ୍କ ବିରୋଧରେ!-->…
ଅବପାତରେ ପରିଣତ ହେଲା ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ଵର (ରାଜ୍ୟ କାହାଣୀ) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ଉତ୍ତରପଶ୍ଚିମ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର!-->…
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ଜନତା ପାର୍ଟି’ ଆକାଉଣ୍ଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ‘ଦିମାଗି ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ 'ଦିମାଗି ନକ୍ସଲ ଜନତା ପାର୍ଟି' (DNJP) ନାମରେ ଏକ ନୂତନ X ଆକାଉଣ୍ଟ ସାମ୍ନାକୁ ଆସିଛି । ଆକାଉଣ୍ଟର ପ୍ରାରମ୍ଭିକ ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ପୋଷ୍ଟରେ!-->…
ଡ୍ରଗ୍ ଟେଷ୍ଟରେ ଏୟାର ଇଣ୍ଡିଆର ୨ ପାଇଲଟ୍ ପଜିଟିଭ୍
ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍ମାନଙ୍କ ଡ୍ରଗ୍ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚ ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍ ପ୍ରାଥମିକ ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିନଥିବାରୁ!-->…
ଫିଲ୍ମ ଷ୍ଟାଇଲରେ ଗୋଡ଼ାଗୋଡ଼ି। ଜେସିବି-ଚୋର ଓ ପୋଲିସ ଛକାପଞ୍ଝା
ଭୁବନେଶ୍ୱର (ରାଜ୍ୟ କାହାଣୀ )ଚୋର ଧରିବାକୁ ପୋଲିସ ନାକେଦମ୍। ଚୋରକୁ ଗୋଡାଇ ଗୋଡାଇ ନୟାନ୍ତ ହେଲେ ୪ଟି ଥାନାର ପୋଲିସ। ସିସିଟିଭିରେ କଏଦ ହୋଇଛି ପୂରା ଘଟଣାକ୍ରମ । ଘଟଣା ଗଞ୍ଜାମ ଜିଲ୍ଲାର । ଖଲ୍ଲିକୋଟ ଥାନା ଅଞ୍ଚଳରୁ ଚୋରି ହୋଇଥିଲା ଜେସିବି। ଖଲ୍ଲିକୋଟରୁ ଜେସିବିକୁ ନେଇ ପୁରୁଷୋତ୍ତମପୁର-!-->…
କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାକ୍ତର
ଭୁବନେଶ୍ୱର (ରାଜ୍ୟ କାହାଣୀ )କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ!-->…
ନୂଆ ଟିମ୍ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ
ନୂଆ ଟିମ୍ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅଭିଜ୍ଞତା ଏବଂ ଉତ୍ସାହରେ ଭରା ନୂଆ ଟିମ ସଂଗଠନକୁ ଆଗକୁ ନେବ ବୋଲି ସେ କହିଛନ୍ତି।!-->!-->!-->…
ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା
ଅଗଷ୍ଟ ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ଦିଆଯିବ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ!-->…