Browsing Category
ଆଜିର ଖବର
ସରକାରଙ୍କୁ ୧୦ ଦିନ ସମୟ ଦେଲା ଘରୋଇ ବସ୍ ମାଲିକ ସଂଘ, ଦାବି ପୂରଣ ନ ହେଲେ ଧର୍ମଘଟ
ଭୁବନେଶ୍ୱର (ରାଜ୍ୟକାହାଣୀ ) ବସ୍ ଭଡା ନବଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ । ଡିଜେଲ ସହ ବସ୍ ବ୍ୟବସାୟରେ ଆନୁସଙ୍ଗୀକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ବୀମା ଓ ଟିକସ ମଧ୍ୟ ବଢିଛି । ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନହେଲେ ଯାତ୍ରୀ ପରିବହନ!-->…
ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅନୁଦାନ ପ୍ରଦାନ କରାଯିବ। ଚଳିତ ବର୍ଷ!-->…
ଆମେ ଅପରେସନ ସିନ୍ଦୂର ୨.୦ ପାଇଁ ପ୍ରସ୍ତୁତ: ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ
ଅପରେସନ ସିନ୍ଦୂରକୁ ନେଇ ଶନିବାର ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, “ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି। ସେ ଜୋର ଦେଇ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର!-->…
ଏନ୍ଇଇଟି ପରେ ଏବେ ସିୟୁଇଟି ୟୁଜି ପରୀକ୍ଷାରେ ତ୍ରୁଟି: ଏନ୍ଟିଏ କ୍ଷମା ମାଗିଲା
କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ NTA ତୁରନ୍ତ ଏକ ଅପଡେଟ ଜାରି କରି ଏକ ସଂଶୋଧିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିଛି।ଏନ୍ଟିଏ ନୋଟିସ୍ରେ ପ୍ରକାଶ କରିଛି ଯେ,!-->…
ଆଡମିଟ୍ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ଟେଷ୍ଟ: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆୟୁଷ୍ମାନ କାର୍ଡକୁ ନେଇ ଏକ ବଡ଼ ଖବର । ଏଣିକି ହସ୍ପିଟାଲରେ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ କରିହେବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରିହେବ ।!-->…
ଅସ୍ତ୍ରୋପଚାର ପରେ ୭ ମାସର ଶିଶୁ ତଣ୍ଟିରୁ ବାହାରିଲା କ୍ଲିପ୍
ଭୁବନେଶ୍ୱର (ରାଜ୍ୟକାହାଣୀ )
କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍ ବାହାର କରାଯାଇଛି। ସୂଚନା ଅନୁଯାୟୀ, ଶିଶୁର ଜୀବନ ରକ୍ଷା ହୋଇଛି। ୭ ମାସର ଏକ ଶିଶୁ!-->!-->!-->…
୭ ବର୍ଷୀୟା ନାବଳିକାକୁ ଦୁଷ୍କର୍ମ ଉଦ୍ୟମ
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅଞ୍ଚଳର ଏକ ଗ୍ରାମରେ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କିୟ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ, ନାବାଳିକା ଜଣଙ୍କ ରାଜସ୍ଥାନ ବାସିନ୍ଦା!-->…
ଓଡ଼ିଶାରେ ଆରମ୍ଭ SIR ପ୍ରକ୍ରିୟା, ବାଲୁକା କଳାରେ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର - ୨୦୨୬ କାର୍ଯ୍ୟକ୍ରମ । ଜୁନ ୨୮ ପର୍ଯ୍ୟନ୍ତ ଓଡିଶାରେ ଚାଲିବ ଏସଆଇଆର କାର୍ଯ୍ୟକ୍ରମ । SIR 2026 ଶୁଭାରମ୍ଭ ପୂର୍ବରୁ ଆଜି ପୁରୀ ସମୁଦ୍ରତଟରେ ଆୟୋଜିତ ଭୋଟର ସଚେତନତା କାର୍ଯ୍ୟକ୍ରମର ଝଲକ!-->…
ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ ! ଜାଲ ନୋଟ୍ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ
ଏବେ ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍ । ୨୦୨୫ -୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏଭଳି ନୋଟ୍ ସଂଖ୍ୟା ୫.୭% ବଢ଼ି ୨,୨୯,୭୪୬ ଖଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷରେ ଥିଲା ୨,୧୭,୩୯୬ । ତେବେ ବଜାରରେ ବୁଲୁଥିବା ଜାଲ ନୋଟ୍ଗୁଡ଼ିକ ମଧ୍ୟରୁ!-->…
ଇରାନ ସହ ଚୁକ୍ତି ଉପରେ ଟ୍ରମ୍ପଙ୍କ ବଡ଼ ବୈଠକ; ହୋର୍ମୁଜ ପ୍ରଣାଳୀ ଓ ପରମାଣୁ ପ୍ରସଙ୍ଗରେ ସହମତି ନା ସଂଘର୍ଷ ?
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ।ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ହାଇ-ସିକ୍ୟୁରିଟି 'ସିଚୁଏସନ୍ ରୁମ୍' ରେ ପ୍ରାୟ ଦୁଇ!-->…