Browsing Category

ଆଜିର ଖବର

ଆସନ୍ତା କାଲି ଟାଇଟଲ ପାଇଁ ଲଢିବେ ବେଙ୍ଗାଲୁରୁ-ଗୁଜୁରାଟ

IPL ଫାଇନାଲରେ ଗୁଜରାଟ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରି ୨ୟ ଥର ପାଇଁ ଆଇପିଏଲ ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ। ଶୁକ୍ରବାର ନ୍ୟୁ ଚଣ୍ଡୀଗଡ଼ରେ କ୍ବାଲିଫାୟର-2 ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ୨୧୫ ରନକୁ

ଓଡ଼ିଶାରେ ଆରମ୍ଭ ହେଲା SIR ପ୍ରକ୍ରିୟା, ଘରକୁ ଘର ବୁଲୁଛନ୍ତି BLO

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର

ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ  ଦାବୀ ପ୍ରତି ସରକାରୀ ଉଦାସୀନତା

ଭୁବନେଶ୍ୱର, ( ରାଜ୍ୟ କାହାଣୀ ): ବିଭିନ୍ନ ଯଥାର୍ଥ ଓ ନ୍ୟାୟାଚିତ ଦାବୀ ନେଇ ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଙ୍ଘ ବିଭିନ୍ନ ସ୍ତରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାବତ ଏହାର କୌଣସି ସକାରାତ୍ମକ ଫଳାଫଳ ମିଳିପାରିନାହିଁ. ସୂଚନାଯୋଗ୍ୟ ଯେ, ଗତ ତା ୦୧. ୦୧.

ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର (ରାଜ୍ୟକାହାଣୀ )ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣି ଥରେ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୍ ୧ରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ

ରାଜ୍ୟରେ କମିଲା ତାତି, ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (ରାଜ୍ୟକାହାଣୀ )କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଶନିବାର ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ

ଓଡ଼ିଶାର ସହରାଞ୍ଚଳ ଶାସନ ଓ ସେବା ଯୋଗାଣର ସମୀକ୍ଷା କଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ*

ଭୁବନେଶ୍ୱର, ରାଜ୍ୟ କାହାଣୀ ,ଓଡ଼ିଶାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କମିଶନର ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଆଜି ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ

୭ ଦିନରେ ବକେୟା ଦେବାକୁ ନିର୍ଦ୍ଦେଶ, ନହେଲେ ଲାଇସେନ୍ସ ରଦ୍ଦ: ଡିଫଲ୍ଟର ଓମଫେଡ୍ ଡିଲରଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଏଣିକି ଡିଫଲ୍ଟର ଓମଫେଡ ଡିଲରଙ୍କ ବିରୋଧରେ ନିଆଯିବ କଡ଼ା ଆକ୍ସନ୍‌ । ଆସନ୍ତା 7 ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନ କଲେ ରବ୍ଦ ହେବ ଲାଇସେନ୍ସ । ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର କଡା ନିଷ୍ପତି । ରାଜ୍ୟରେ ୧୦ରୁ ୧୨ ଜଣ ଡିଲର୍ ପାଖାପାଖି ୫ କୋଟିରୁ

ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ ଆଗରେ କେନ୍ଦ୍ର ସରକାର ରଖିଲେ ଜବାବ

ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୁପ୍ରିମ କୋର୍ଟ ଏନଟିଏକୁ କଡା କଟାକ୍ଷ କରିଛନ୍ତି । ତେବେ ସୁପ୍ରିମକୋର୍ଟର ଶୁଣାଣି ସମୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସମଗ୍ର ମାମଲା ଉପରେ ନଜର

ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ପ୍ରତିକ୍ରିୟା । ସବୁ ଜିଲ୍ଲା ଏସପିଙ୍କୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇ । ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ ।୫ ହଜାର ୭ ଶହରୁ ଅଧିକ

ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗଞ୍ଜାମରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ ଅପରାଧୀଙ୍କ ଭୂମିକା କ’ଣ ଥିଲା ? ଏନେଇ ଡେମୋ ଦେଖାଇଲେ ଦୁଇ