Browsing Category

ଆଜିର ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ଯାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ସ୍ଥଗିତ ହେଲା OJS ପ୍ରାରମ୍ଭିକ ପରୀକ୍ଷା , OPSC ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍ଥଗିତ ହେଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଜୁଲାଇ ୫ ତାରିଖରେ OJS ପ୍ରାରମ୍ଭିକ ପରୀକ୍ଷା ଆୟୋଜିତ

ସୁପ୍ରିମକୋର୍ଟଙ୍କୁ ମିଳିଲେ ୫ ନୂଆ ବିଚାରପତି : ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଦେଶର ସର୍ବୋଚ୍ଚ ଅଦାଲତ (ସୁପ୍ରିମକୋର୍ଟ)ରେ ପୁଣି ଥରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ୫ ଜଣ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ

ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ

ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ ଜୋନରେ କବୀର ଛିଲ୍ଲର ରହିଥିବା ବେଳେ ରାଙ୍କ ୩ରେ ଜତୈନ ଚାହର ରହିଛନ୍ତି । ମେ ୧୭ ତାରିଖରେ

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩୧ ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା

ଭୁବନେଶ୍ୱର (ରାଜ୍ୟକାହାଣୀ )ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର। ୩୧ ଅଗଷ୍ଟ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା। । ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ଭିତରେ ଫେରିପାଇବେ ଟଙ୍କା ବୋଲି କହିଛନ୍ତି ରାଜ୍ୟ

ମହେନ୍ଦ୍ର ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

ରାଜ୍ୟ କାହାଣୀ ( ଭୁବନେଶ୍ଵର)ପଦ୍ମ ପୁରସ୍ଜାର ବିଜେତା ମହେନ୍ଦ୍ର କୁମାର ମିଶ୍ରଙ୍କୁ ଆଜି ଭୁବନେଶ୍ଵର ଠାରେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଓଡ଼ିଶା ସଂସ୍କୃତି ସୁରକ୍ଷା ପରିବାର ପକ୍ଷ୍ୟରୁ ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ଉପଢୌକନ ପ୍ରଦାନ କରଯାଇଥିଲା I ଏହା ସହ ପ୍ରକାଶ

ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ, ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଶ୍ବସ୍ତି ଆଣିଛି କାଳବୈଶାଖୀ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ଜାରି ରହିଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସୋମବାର ପ୍ରାୟତଃ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ

ପେଟ୍ରୋଲ ଏବଂ ଡିଜେଲ ପରେ ବଢ଼ିଗଲା ଗ୍ୟାସ୍‌ ଦର

ଗ୍ୟାସ କମ୍ପାନୀଗୁଡ଼ିକ ପୁଣି ଥରେ ବାଣିଜ୍ୟିକ ବା କମର୍ସିୟାଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟ ବୃଦ୍ଧି ପରେ ତୈଳ କମ୍ପାନୀଗୁଡ଼ିକ ଏବେ LPG ସିଲିଣ୍ଡରର ମଧ୍ୟ ଦର ବୃଦ୍ଧି କରିଛନ୍ତି। ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ପ୍ରତି ସିଲିଣ୍ଡର

ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା : ଅରୁଣ ସାହୁ

ଭୁବନେଶ୍ୱର (ରାଜ୍ୟକାହାଣୀ ) ଡବଲ୍ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା। ଚାଷୀ, ମହିଳା, ଯୁବକଙ୍କ ପରେ ଏବେ ବୃଦ୍ଧବୃଦ୍ଧାଙ୍କ ସହ ଖେଳିଲେ ସରକାର। ଭତ୍ତା ନମିଳିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଭତ୍ତା ପାଇବା

ସୋନାରପୁରରେ ଅଭିଷେକ ବାନାର୍ଜୀଙ୍କ ଉପରେ ଅଣ୍ଡା ଓ ପଥର ମାଡ଼

ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ । ନିର୍ବାଚନୀ ହିଂସାରେ ପୀଡ଼ିତଙ୍କୁ ଭେଟିବାକୁ ଯାଇଥିଲେ, ହେଲେ ନିଜେ ହିଂସାର ଶିକାର ହେଲେ । ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ହେଲା ଅଣ୍ଡାମାଡ଼ । ହଠାତ୍ ମାଡ଼ି ଆସିଲା ଭିଡ଼ । ଆଉ ଚିରିଦେଲା ଦେହର ବସ୍ତ୍ର ।