Browsing Category
ଆଜିର ଖବର
ତିନି ବର୍ଷର ପ୍ରେମ ସଂପର୍କରେ ଅଧା ରହିଲା ବାହାଘର, ସ୍ତ୍ରୀକୁ ବେଦୀରୁ ଛାଡ଼ି ପଳେଇଗଲା ବର
ଭୁବନେଶ୍ୱର (ରାଜ୍ୟକାହାଣୀ )ଅଧା ବିବହାରୁ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳେଇଗଲା । ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ରାଧା କୃଷ୍ଣ ମନ୍ଦିରରେ । ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩!-->…
ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି BRICS ସମ୍ମିଳନୀର ଦ୍ବିତୀୟ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ମିଳନୀକୁ ଅଧିକାରିକ ଭାବେ ଉଦ୍ଘାଟନ କରୁଛନ୍ତି । ବ୍ରିକ୍ସ୍ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ସତର୍କ ସୂଚନା କାର୍ଯ୍ୟକାରୀ ଏବଂ ସଫଳ ବିପର୍ଯ୍ୟୟ!-->…
ପ୍ରମାଣପତ୍ରରେ ଡେରି କଲେ କାର୍ଯ୍ୟାନୁଷ୍ଠାନ, ସବୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ରରେ ଦେବାରେ ବିଳମ୍ବ କରିପାରିବେନି ଦାୟିତ୍ବରେ ଥିବା ଅଧିକାରୀ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆୟ, ଜାତିଗତ ଓ ବାସସ୍ଥାନ ଆଦି ପ୍ରମାଣପତ୍ର ଦେବାରେ ଡେରି!-->…
ରାଜ୍ୟରେ ଖୁବ୍ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍
ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟରେ ଖୁବ୍ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ୱର- କଟକ-ଖୋର୍ଦ୍ଧା-ପୁରୀ-କୋଣାର୍କ ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହେବ ।ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍'!-->…
ସମ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ମଣିଷର ଜୀବନ ରକ୍ଷା ଏବଂ ଅକ୍ଷମତା ହ୍ରାସ କରିବାରେ ଜରୁରୀକାଳୀନ ଚିକିତ୍ସା ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍!-->…
ମମତାଙ୍କ ହାତରୁ ଗଲା ଟିଏମସି ! ବିଦ୍ରୋହୀ ଗୋଷ୍ଠୀର ରୀତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା
ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର!-->…
କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ମଞ୍ଜୁରୀ, ଭିତ୍ତିଭୂମି ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ : ମୁଖ୍ୟମନ୍ତ୍ରୀ
ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ।ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ!-->…
IIT ବାବା ଅଭିଷେକ ମିଶ୍ରା ଯୌନ ଶୋଷଣ ଅଭିଯୋଗରେ ଗିରଫ
ଅଭିଷେକ ମିଶ୍ର ନାମକ ଜଣେ ନକଲି ଧର୍ମଗୁରୁଙ୍କୁ ପୋଲିସ ଗିରଫ କରିଛି। ଏହି ଆଇଆଇଟି ସ୍ନାତକ ଅଭିଷେକ ଭିଡିଓ ମାଧ୍ୟମରେ ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ଯୌନ ଶୋଷଣ କରିବା, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବ୍ଲାକମେଲ୍ କରିବା ଏବଂ ଦାଦାବଟି ଆଦାୟର ମାମଲା ମଧ୍ୟ ରୁଜୁ କରାଯାଇଛି।!-->…
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍କୁ ଆଗୁଆ ମିଳବ ଟଙ୍କା
ଭୁବନେଶ୍ୱର (ରାଜ୍ୟକାହାଣୀ )ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ!-->…
ଏଲ୍ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା:ମୌସୁମୀ ଜନିତ ବର୍ଷା କମ୍ ରହିବ
ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍ ରହିବ ବୋଲି କହିଛନ୍ତି ଆଇଏମ୍ଡି ଡିଜି।ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତା’ଠାରୁ କମ୍ ବର୍ଷା ହେବ। ଉତ୍ତର ଓଡ଼ିଶାରେ ସାଧାରଣଠାରୁ କମ୍!-->…