Browsing Category
ଆଜିର ଖବର
କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଡିକେ ଶିବକୁମାର
ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ତାଙ୍କୁ ରାଜ୍ୟପାଳ ଥାଓ୍ଵରଚନ୍ଦ ଗେହଲଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ!-->…
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୧ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଅନେକ ଗୁରୁତରଙ୍କୁ!-->…
ଓଡ଼ିଶାରେ ସ୍ୱଚ୍ଛ ଗତିଶୀଳତା ଦିଗରେ ବଡ଼ ପଦକ୍ଷେପ।ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ସାଧାରଣ ପରିବହନ ବ୍ୟବସ୍ଥାର…
ଭୁବନେଶ୍ୱର, ରାଜ୍ୟ କାହାଣୀ,ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସ୍ୱଚ୍ଛ ଶକ୍ତି ସଂକ୍ରାନ୍ତୀୟ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଗ୍ରୀନ୍ ହାଇଡ୍ରୋଜେନ୍ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଏକ!-->…
ଆଉ ୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ – ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଉ ୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ । ଏଭଳି ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା ।ସେ କହିଛନ୍ତି ଯେ, ଭତ୍ତାକୁ ନେଇ!-->…
ଭାରତ ସମେତ ୬୦ ଦେଶ ଉପରେ ଆମେରିକାର ‘ଶୁଳ୍କ ବୋମା’!
ଗୋଟିଏ ପଟେ ଭାରତ ଏବଂ ଆମେରିକା ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରସ୍ତୁତ କରିବା ବିଷୟରେ ଏକ ସକାରାତ୍ମକ ଘୋଷଣା କରିଥିବା ବେଳେ, ଅନ୍ୟପକ୍ଷରେ, ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ‘ଶୁଳ୍କ ବୋମା’ ବିସ୍ଫୋରଣ କରି ବ୍ୟବସାୟ ଜଗତରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।!-->…
ଆୟୋତୋଲ୍ଲା ଖେମିନିଙ୍କ ଅନ୍ତିମ ସଂସ୍କାର ପାଇଁ ଇରାନରେ ପ୍ରସ୍ତୁତି : ଆୟାତୋଲ୍ଲାଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ…
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ଖୁବ୍ ଶୀଘ୍ର ହେବ। ଇରାନ ସରକାର ତିନି ଦିନିଆ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଘୋଷଣା କରିଛି। ତେହେରାନ, କୋମ୍ ଏବଂ ମଶହାଦରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୁଇ କୋଟି ଲୋକ ଯୋଗଦେବାର ଆଶା!-->…
ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଖରାଛୁଟି ସରିବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି । ନବେ ପ୍ରତିଶତ ବହି ଛପା ସରିଲାଣି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ। ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ ହୋଇଥିବା!-->…
ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ମେୟର ସୁଲୋଚନା ଦାସ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଗିଗଲେ ମେୟର । ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଗିବା ସହ ବିଏମ୍ସି କର୍ମଚାରୀଙ୍କ ତାଗିଦ ମଧ୍ୟ କରିଛନ୍ତି । ରୂପାଲି ଛକ ନିକଟରେ ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯକ୍ରମ!-->…
ବୈଷୟିକ ଶିକ୍ଷାରେ ST,SC ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
ଭୁବନେଶ୍ୱର (ରାଜ୍ୟକାହାଣୀ )ଏସସି-ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ବଢ଼ିଲା ସଂରକ୍ଷଣ । ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଅନୁସୂଚିତ ଜାତିଙ୍କ ସଂରକ୍ଷଣ ୮ରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି |ବୈଷୟିକ ଶିକ୍ଷାରେ ଏସ୍ସି, ଏସ୍ଟି ଏବଂ!-->…
ଚୋରି କରିବାକୁ ପଶି ମନ୍ଦିର କବାଟରେ ଫସିଗଲା ଚୋର
ଭୁବନେଶ୍ୱର (ରାଜ୍ୟକାହାଣୀ )ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଶିବ ମନ୍ଦିରକୁ ଚୋରି ଉଦ୍ଦେଶ୍ୟରେ ପଶି, ଫସିଗଲା ଚୋର । ମନ୍ଦିର କବାଟର ଫାଙ୍କରେ ଫସିଯାଇ ବାହାରି ପାରିନଥିଲା ।ସକାଳେ ପୂଜକ ଆସି କବାଟ ଖୋଲିବା ପରେ ଭିତରେ ଜଣେ ଯୁବକ ଶୋଇଥିବା ଦେଖିଲେ ।!-->…