ଶ୍ରୀକ୍ଷେତ୍ରରେ ରଥ ଖୋଲା ଅନୁକୂଳ କଲେ ଭୋଇ ସର୍ଦ୍ଦାର। ଆରମ୍ଭ ହେଲା ରଥଭଙ୍ଗା କାର୍ଯ୍ୟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସରିବା ପରେ ରଥ ଖୋଲା ଆରମ୍ଭ ହୋଇଛି । ରଥ ନିର୍ମାଣରେ ଯେପରି ଅନୁକୂଳ ସେପରି ରଥ ଖୋଲା ସମୟରେ ଅନୁକୂଳ କରାଯାଇଛି ।ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ। ରହିତାଦେଶ ହଟାଇଦେଲେ ହାଇକୋର୍ଟ

ଭୁବନେଶ୍ଵର (ରାଜ୍ୟ କାହାଣୀ) ବଳାତ୍କାର ଅଭିଯୋଗ ନେଇ ରୁଜୁ ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡ଼ୁଆ ବଢ଼ିଯାଇଛି । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍…

ଚିନି ଦରରେ ଲାଗିବ ବ୍ରେକ୍! ୭ ଦିନରେ କମିପାରେ ଦାମ, ISMAର ବଡ଼ ଆଶ୍ୱାସନ

ଚିନି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଆଗାମୀ ୭ ଦିନ ମଧ୍ୟରେ ଚିନି ଦାମ କମିପାରେ ବୋଲି କହିଛି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍‌ ବା ISMA ।ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ…

H-1B ଭିସା ହେବ ମହଙ୍ଗା, ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା

H-1B ଭିସା ହେବ ମହଙ୍ଗା । ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା ।ପ୍ରସ୍ତାବିତ ନିୟମ ଅନୁସାରେ H-1B ଭିସା ପାଇଁ ଫି’ ୧ ଲକ୍ଷ ଡଲାରରୁ ଅଧିକ ହୋଇପାରେ । ଏହାର ପ୍ରଭାବ ଭାରତୀୟ ଟେକ୍ ପ୍ରଫେସନାଲ ଓ ଆମେରିକାରେ କର୍ମଚାରୀ ପଠାଉଥିବା IT କମ୍ପାନୀ ଉପରେ ପଡ଼ିବା ଆଶଙ୍କା ରହିଛି…

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା, ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ…

ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ପରମିଟ୍ ପରେ ଏବେ କ୍ୟାନ୍ସଲ ହେବ ଆରସି !

ଭୁବନେଶ୍ୱର (ରାଜ୍ୟ କାହାଣୀ )ଅନଲାଇନ୍ ଅଟୋ ଚାଳକ ଆନ୍ଦୋଳନରେ ନୂଆ ମୋଡ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବାତିଲ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘଦିନ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍…

‘ମହାକାଳୀ’ରେ ଅକ୍ଷୟଙ୍କ ଖତରନାକ ଅବତାର

ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ‘Shukracharya's War Cry’ ଶୀର୍ଷକରେ ଆସିଥିବା ପ୍ରାୟ ୨ ମିନିଟ୍‌ ୫୩ ସେକେଣ୍ଡର…

ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ରାଜ୍ୟରେ ଚଢ଼ାଉ ଜୋରଦାର କରାଯିବ…

ସେପ୍ଟେମ୍ବର 11ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଚେତାବନୀ

ସେପ୍ଟେମ୍ବର 11ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) । କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, 5 ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧…

ରାସ୍ତାରେ ଭିକ ମାଗୁଥିଲେ ବୃଦ୍ଧା, ମୃତ୍ୟୁ ପରେ ଘରୁ ମିଳିଲା ୮ ଲକ୍ଷରୁ ଅଧିକ ଟଙ୍କା

କର୍ଣ୍ଣାଟକର ମାଣ୍ଡ୍ୟାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର। ଜୀବନସାରା ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ୬୮ ବର୍ଷୀୟ ମହିଳାଙ୍କ ଘରୁ ମୃତ୍ୟୁ ପରେ ମିଳିଛି ୮ ଲକ୍ଷ ୪୦ ହଜାର ଟଙ୍କା। ଖବର ମୁତାବକ, ମାଣ୍ଡ୍ୟାର ଗୁଥାଲୁ ରୋଡ୍ ସ୍ଥିତ ଶବ୍ଦାରିଆବାଦ ମହଲ୍ଲାର ବାସିନ୍ଦା ୬୯ ବର୍ଷୀୟା…