ଭାଇରାଲ୍ ନିଶାରେ କାର୍କୁ ୩,୪୦୦ କିସ୍ କଲେ ଗଲଫ୍ରେଣ୍ଡ୍! ପ୍ରେମିକ ଗଣିଲେ ତଣ୍ଡ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍ରେ ଜଣେ ଯୁବକ ନିଜ କାର୍କୁ ‘କିସିଂ କାର୍’ରେ ପରିଣତ କରି ରିଲ୍ ତିଆରି କରିଥିଲେ। କାର୍ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍ର ଚୁମ୍ବନ ଚିହ୍ନ। ରିଲ୍ଟି ମଧ୍ୟ!-->…