କ୍ରିତି ସାନନଙ୍କ ପୋଷାକକୁ ନେଇ ବିବାଦ : ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA

ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା; ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପୋଷାକକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ।…

ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମାଡ଼ଗୋଳ , ମଙ୍ଗଳ ଆଳତୀ ବେଳେ ବଚସା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ଗୋଳକୁ ନେଇ ଚର୍ଚ୍ଚା । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି । ପରେ ଘଟଣା ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିଲା । ଏହି ଘଟଣାରେ…

ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ 

ମହମ୍ମଦ ଜୟନ୍ତୀ ବା ଇଦ୍ ମିଲାଦ୍ ଉନ୍ ନବି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ମହାପୁରୁଷ ହଜରତ ମହମ୍ମଦଙ୍କର ଜନ୍ମଦିନ।ଏହି ଦିନ ମୁସଲମାନ ଭାଇଭଉଣୀମାନେ ମସଜିଦ୍ ଓ ଘରେ ବିଶେଷ ନମାଜ ପାଠ କରନ୍ତି, କୁରାନ୍ ପାଠ କରନ୍ତି ଏବଂ ମହମ୍ମଦଙ୍କ ଜୀବନୀ ଓ ଶିକ୍ଷା ସମ୍ପର୍ଣ୍ଣରେ ଆଲୋଚନା…

ପୋଲିସକୁ ଚକମା ଦେଇ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ଭୁବନେଶ୍ଵର (ରାଜ୍ୟ କାହାଣୀ) ଫେରାର ମାରିଲା ଦୁର୍ଦ୍ଦାନ୍ତ ହତ୍ୟା ଅଭିଯୁକ୍ତ। ପରିସ୍ରା ଯିବା ବାହାନାରେ ଚକମା ଦେଇ ଅଭିଯୁକ୍ତ ଫେରାର। ସୁନ୍ଦରଗଡ଼ ଜେଲର ବିଚାରାଧୀନ ଅଭିଯୁକ୍ତ ଟେକଚାନ୍ଦ ବେହେରା ମେଡିକାଲରୁ ଫେରାର ହୋଇଯାଇଛି।ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା…

OSSTET ଆବେଦନ ଅବଧି ବୃଦ୍ଧି : ଅଗଷ୍ଟ ୩୦ ଯାଏଁ ସୁଯୋଗ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ…

ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍

ଭୁବନେଶ୍ୱର (ରାଜ୍ୟ କାହାଣୀ )ବଢ଼ିଲା ପୋଲିସ ବାବୁଙ୍କ ଅଡ଼ୁଆ । ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଗିରଫଦାରୀ ଏଡ଼ାଇବା ପାଇଁ ଲୁଚି ବୁଲୁଛନ୍ତି ନିଲମ୍ବିତ ଆଇଆଇସି । ଦୀର୍ଘ ଦିନ ହେଲା ଫେରାର ଥିବାରୁ NBW ଜାରି କଲେ ହାଇକୋର୍ଟ । ସୁଜିତ କେଉଁଠି…

ରକ୍ଷାବନ୍ଧନ ଦିନ ଶେଷ ଚନ୍ଦ୍ର ଗ୍ରହଣ, ରାଖୀ ବାନ୍ଧିବାରେ ପ୍ରଭାବ ପଡ଼ିବ କି ?

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।ଏହା ଏକ ଗଭୀର ଆଂଶିକ ଚନ୍ଦ୍ରଗ୍ରହଣ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଭାରତୀୟ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ରାକ୍ଷୀ ପୂର୍ଣ୍ଣିମାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି…

MMDR ଆଇନରେ ଓଡ଼ିଶାର ଅର୍ଥନୈତିକ ସ୍ବାଧୀନତାକୁ ଛଡ଼ାଇ ନିଆଯାଇଛି: ବିଜେଡି

ଭୁବନେଶ୍ୱର (ରାଜ୍ୟ କାହାଣୀ )MMDR ଆକ୍ଟ ସଂଶୋଧନକୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଏହି ସଂଶୋଧନ ରାଜନୈତିକ ଲଢ଼େଇ ନୁହେଁ, ବରଂ ଓଡ଼ିଶାର ଅଧିକାର ଓ ସ୍ୱାର୍ଥର ପ୍ରଶ୍ନ ବୋଲି ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ତା’ର ଅଧିକାରରୁ ବଞ୍ଚିତ କରୁଥିବା ବିଜେଡି…

ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ- ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଥିବା ବେଳେ ସମବାୟ ବିଭାଗ…