କଲବଲ କରୁଛି ତାତି, ଆହୁରି ୪ ଦିନ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି

ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ

ବାହାନ ଡାଟାବେସ୍ ବର୍ଗୀକରଣ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନିୟମ । ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ । ବାହନ ଡାଟାବେସ୍‌ର ହେବ ବର୍ଗୀକରଣ। ଯାହାଫଳରେ ରାଜ୍ୟରେ ଏବେ ପାଖାପାଖି ୮ଲକ୍ଷ ଗାଁଡ଼ି ଏହି ନୂଆ ନିୟମ ଦ୍ବାରା

ବଢିଲା ଆମେରିକା -ଇରାନ୍ ଅସ୍ତ୍ରବିରତି

ହର୍ମୁଜ୍ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏବଂ

ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ପୁରୀରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ମହଜୁଦ ଥିବା ୨୨

FSSAIର ବଡ ନିଷ୍ପତ୍ତି; ଖାଦ୍ୟରେ ମିଶିବନି ଅଶ୍ବଗନ୍ଧା ପତ୍ର, କେବଳ ଚେର ବ୍ୟବହାରକୁ ଅନୁମତି

ଦେଶର ଖାଦ୍ୟ ନିୟାମକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। FSSAI କହିଛି ଯେ ଅଶ୍ୱଗନ୍ଧା ପତ୍ର ଆଉ କୌଣସି ଖାଦ୍ୟ ଉତ୍ପାଦ, ପରିପୂରକ କିମ୍ବା ନ୍ୟୁଟ୍ରାସ୍ୟୁଟିକାଲ୍ ରେ ବ୍ୟବହାର କରାଯିବ ନାହିଁ। FSSAIର ଅନୁଧ୍ୟାନରୁ

ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି

ଭୁବନେଶ୍ୱର (ରାଜ୍ୟକାହାଣୀ )ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର।ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ

୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ପୁରୀ ଜିଲ୍ଲା ସାତପଡ଼ା ଫାଣ୍ଡି ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ ।ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ।ଅଭିଯୋଗ ଅନୁସାରେ, ସାତପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଯୁବକ

ଶୀଘ୍ର ଆଧାର ଅପଡେଟ୍‌ କରନ୍ତୁ ! ନଚେତ ଦେଖାଯିବ ଏହି ସମସ୍ୟା

UIDAI ପକ୍ଷରୁ ଆଧାର ଅପଡେଟ୍‌କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ ।ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଥିଲେ ଏହାକୁ ଅପଡେଟ୍ କରିବା ନିହାତି ଜରୁରୀ । UIDAI ଅନୁଯାୟୀ, ଠିକଣା କିମ୍ବା ଫଟୋ ଭଳି ସୂଚନାରେ ପରିବର୍ତ୍ତନ ଆସିଥାଇପାରେ, ଯେଉଁଥିପାଇଁ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି

ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୂରାଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ ।ଗତ ୧୭ ତାରିଖରେ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ ପ୍ରଧାନଶିକ୍ଷକ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ