ସରିଲା ଅକ୍ଷୟ ତୃତୀୟା ! ଆଜି କଣ ରହିଛି ସୁନା ଦାମ
ଗତକାଲି ସରିଛି ଅକ୍ଷୟ ତୃତୀୟା । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨,୦୦୦ ଟଙ୍କାରୁ ଅଧିକ ମହଙ୍ଗା । ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼କୁ ମୁହାଁଇଛନ୍ତି । କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି!-->…