ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ; ଆଲୋଚନା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ…

ମିଲ୍ ଖାଲି ନହେଲେ ଧାନ କିଣା ହେବ କେମିତି ? ମୁହଁ ଖୋଲିଲେ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର (ରାଜ୍ୟ କାହାଣୀ )FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ…

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

କଳିଙ୍ଗନଗର ଅଞ୍ଚଳର ଜଣେ ମହିଳା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ସ୍ୱାମୀଙ୍କର ଦୁର୍ଘଟଣା ହୋଇଥିବା କହି ମହିଳାଙ୍କୁ ଡାକି ନେଇ ଚଣ୍ଡିଖୋଲସ୍ଥିତ ଏକ ପରିତ୍ୟକ୍ତ ଗୃହରେ ଗଣଦୁଷ୍କର୍ମ କରାଯାଇଛି ।ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।…

ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ : ମୁଖ୍ୟମନ୍ତ୍ରୀ

କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ…

ଗୁରୁ ଦିବସରେ ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର ହଜାର ଶିକ୍ଷକ ଓ କର୍ମଚାରୀ।ସଂଗଠନର ପ୍ରମୁଖ ଦାବି ରହିଛି, 25ରୁ 30 ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି…

ଶିକ୍ଷକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଶିକ୍ଷକଙ୍କଠାରୁ ଅନୁଭୂତି ଶୁଣିଲେ

ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୬ର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…

ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚରେ ବିବାହ କଲେ ବର କନ୍ୟା 

ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚକୁ ଆସିଲେ କନ୍ୟା, ଭାଇରାଲ ହେଉଛି ଫିଲିପାଇନ୍ସର ଏହି ବିବାହ। ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡ଼େ କେବଳ ପାଣି ଆଉ ପାଣି। ଚର୍ଚ୍ଚ ଭିତରେ ମଧ୍ୟ ବନ୍ୟାଜଳ ଜମି ରହିଛି। ଏଭଳି ଭୟାବହ…

ଆଜି ପବିତ୍ର ନନ୍ଦୋତ୍ସବ, ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ

ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେବେ । ତିନି ବିଗ୍ରହଙ୍କ ପୂଜାବିଧି ଅନୁଷ୍ଠିତ ହେବ ।ମଇଲମ ଓ ଅନ୍ୟାନ୍ୟ…

ଆଗକୁ ପୁଣି ବଡ଼ ବର୍ଷା ! ୧୩ରେ ଲଘୁଚାପ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସମ୍ଭାବନା ଅଛି।…

କାମୁଡ଼ିଲା ବିଷାକ୍ତ ସାପ, ସାପ ଧରି ମେଡିକାଲ ପହଞ୍ଚିଲେ ମୋଚିରାମ

ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଥିବା ମୋଚିରାମ ଟୁଡୁଙ୍କୁ ଗତକାଲି…