ଖଣିରୁ କେତେ ଟଙ୍କା ଆସୁଛି? ବିଧାନସଭାରେ ୧୦ ବର୍ଷର ରାଜସ୍ୱ ହିସାବ ଦେଲେ ସରକାର
ଗୃହରେ MMDR ଝଡ଼ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଉତ୍ତର । ଖଣିରୁ ଆଦାୟ ହୋଇଥିବା ରାଜସ୍ୱର ହିସାବ ଦେଲେ ମନ୍ତ୍ରୀ ବିଭୂତି ଜେନା । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଲିଖିତ ପ୍ରଶ୍ନରେ ଖଣି ରାଜସ୍ୱ ଓ ରୟାଲିଟି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ୨୪ ସେପ୍ଟେମ୍ବର ୨୦୨୬ ପାଇଁ!-->…