ଫାଇଲ୍ ବୁହା କାମରୁ ହଟିବେ ସିପାହୀ, ମେ’ ୩୧ ସୁଦ୍ଧା ବାଟାଲିୟନ୍କୁ ଫେରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟକାହାଣୀ )ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଅମଲା କାମରେ ନିୟୋଜିତ ଥିବା ସିପାହୀମାନେ ହଟିବେ। ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ମଡ ବାଟାଲିୟନରୁ ଦୀର୍ଘ ଦିନ ଧରି ଡେପୁଟେସନରେ ଆସିଥିବା!-->…