ରାଶନ କାର୍ଡରୁ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ : ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ଵର (ରାଜ୍ୟ କାହାଣୀ )ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାଉଳ ଓ ରାସନ ସାମଗ୍ରୀ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଏବଂ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ବିଗତ ୩ ବର୍ଷ ମଧ୍ୟରେ ରାସନ ଚୋରି ଏବଂ ଅନିୟମିତତାକୁ ନେଇ ମୋଟ ୨୨୯ଟି ଅଭିଯୋଗ!-->…