ଚିଲିକା ମଝିରେ ବୋଟରୁ ସରିଗଲା ତେଲ, ଟାପୁରେ ଫସିଛନ୍ତି ୧୦୦ରୁ ଅଧିକ ମତ୍ସ୍ୟଜୀବୀ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଚିଲିକା ମଝିରେ ବୋଟରୁ ସରିଗଲା ତେଲ । ଟାପୁରେ ଫସିରହିଲେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ । ପୁରୀ କୋଣାର୍କ ଅଞ୍ଚଳରୁ ଯାଇଥିବା ୪୦ରୁ ଅଧିକ ଡଙ୍ଗାରେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଫସିରହିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି!-->…