ଯାତ୍ରା ମାଲିକାଣୀ ରାଣୀ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର (ରାଜ୍ୟକାହାଣୀ )ଅଡୁଆରେ ଜଣାଶୁଣା ଯାତ୍ରା ଅଭିନେତ୍ରୀ ତଥା ‘ନାଟ୍ୟମଣ୍ଡପ’ ଯାତ୍ରା ପାର୍ଟିର ମାଲିକାଣୀ ରାଣୀ ପଣ୍ଡା । ନିଜ ପାର୍ଟିର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ନିମାପଡା ଥାନରେ ମାମଲା ରୁଜୁ ହୋଇଛି!-->…