ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇଛି, ଯେତେବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୩ ପଇସା ବୃଦ୍ଧି ପାଇଛି।ଗତ ଫେବ୍ରୁଆରି ୨୮ ତାରିଖ ଠାରୁ

ଆହୁରି ୧୫ ଦିନ ପର୍ଯ୍ୟନ୍ତ ଦିନରେ ଖରା, ରାତିରେ ଗୁଳୁଗୁଳି

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି

ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ

ଉମା ହେଲେ ପ୍ରଥମ ଓଡ଼ିଆ ମହିଳା ‘ଆଇରନ୍‌ମ୍ୟାନ’

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ାଇଲେ ଜଣେ ଓଡ଼ିଆ ମହିଳା । ଆମେରିକା ଫ୍ଲୋରିଡାର ଜ୍ୟାକସନଭିଲା ଠାରେ ଅନୁଷ୍ଠିତ ପ୍ରତିଯୋଗିତରେ ନିଜ ପାରଦର୍ଶିତା ଦେଖାଇ ଉମା ‘ଆଇରନ୍ ଓମ୍ୟାନ୍’ ଟାଇଟଲ୍ ହାସଲ କରିଛନ୍ତି ।ଆମେରିକାର ଜାକସନଭିଲରେ ଆୟୋଜିତ ‘ଆଇରନ୍‌ମ୍ୟାନ୍ ’ ପ୍ରତିଯୋଗିତାରେ ୩.୮

ଦେଶରେ ପେଟ୍ରୋଲ, ଡିଜେଲ୍‌ ଓ ସିଏନ୍‌ଜି ପରେ ଖୁବ୍‌ଶୀଘ୍ର ବିଜୁଳି ଦର ବଢ଼ିବା ଆଶଙ୍କା

ଦେଶରେ ପେଟ୍ରୋଲ, ଡିଜେଲ୍‌ ଓ ସିଏନ୍‌ଜି ପରେ କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷ ବା ସିଇଏ ପକ୍ଷରୁ ଧାର୍ଯ୍ୟ ଥିବା ମାସିକ ବିଦ୍ୟୁତ୍‌ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ପରିବାରଗୁଡ଼ିକର ମଧ୍ୟ ବିଦ୍ୟୁତ୍‌ ବିଲ୍‌ ବଢ଼ିଯିବ

କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ। ବଡମ୍ବା ଥାନାରେ ମାମଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକି

ମୃତ୍ୟୁ ପୂର୍ବରୁ ମିସ୍ ପୁନେ ଟ୍ୱିଶା ଶର୍ମାଙ୍କ ଚାଟ୍ ଲିକ୍,ସନ୍ଦେହରେ ସ୍ୱାମୀ

ଡେଟିଂ ଆପ୍ ଜରିଆରେ ହୋଇଥିବା ବିବାହ। ମାତ୍ର ୬ ମାସରେ ହେଲା ଦୁଃଖଦ ଅନ୍ତ। ମୃତ୍ୟୁର ଫାଶରେ ଝୁଲିବା ଆଗରୁ ଜଣେ ବନ୍ଧୁଙ୍କୁ ମେସେଜ୍ ଦେଇଥିଲେ ନବବିବାହିତା ଯୁବତୀ । ଲେଖିଥିଲେ ‘ଆଇ ଆମ୍ ଟ୍ରାପଡ’ ବା ମୁଁ ଫସିଗଲି, ବାସ୍ ତୁ ଫସିବୁନି। ଅଧିକ କଥା ବି ହୋଇପାରିବିନି। ଯେତେବେଳେ ଠିକ୍ ସମୟ

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର (ରାଜ୍ୟକାହାଣୀ )SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।ଓଡ଼ିଶାରେ ଏସଆଇପିର ଚାହିଦା ବଢ଼ିଛି। ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ

ସୌମ୍ୟରଂଜନ ହତ୍ୟା ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଶେଷ

ଭୁବନେଶ୍ୱର (ରାଜ୍ୟକାହାଣୀ )ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ। ଏବେ କ୍ରାଇମବ୍ରାଞ୍ଚ ଫୋକସରେ

ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁର ବସନ୍ତ ଖିଲଙ୍କର ମୃତ୍ୟୁ