ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ ସୁନାବେଡ଼ାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି। ନୂଆଦିଲ୍ଲୀରୁ ବିଶାଖାପାଟଣା ଏଵଂ ବିଶାଖାପାଟଣାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସିଧାସଳଖ ସୁନାବେଡ଼ାର ଟିଟିଏସ ହେଲିପ୍ୟାଡରେ ପହଞ୍ଚିଛନ୍ତି ରାଜନାଥ…

ସବୁ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଲେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ

ନିଜ ନେତୃତ୍ୱରେ ଭାରତକୁ ୨୦୨୫ର ବିଶ୍ୱକପ୍ ଜିତାଇଥିବା ଦିଗ୍ଗଜ କ୍ରିକେଟର ହରମନପ୍ରୀତ କୌର ଭାରତୀୟ ମହିଳା ଟିମ୍‌ର କ୍ୟାପଟେନ୍ସି ପଦ ଛାଡ଼ିଛନ୍ତି।ଇନଷ୍ଟାରେ ଇମୋସନାଲ ପୋଷ୍ଟ ବଡ଼ ନିଷ୍ପତି ବାବଦରେ ଘୋଷଣା କରିଛନ୍ତି ହରମନପ୍ରୀତ କୌର ।ପୋଷ୍ଟରେ ସେ ଲେଛନ୍ତି ତାଙ୍କ ପାଇଁ ଏହି ନିଷ୍ପତ୍ତି…

SDC ପରିଚାଳନାରେ ଅବ୍ୟବସ୍ଥା, ଗାଡ଼ି-ଷ୍ଟାଫ୍‌-ପାଣ୍ଠି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି

ଭୁବନେଶ୍ବର (ରାଜ୍ୟ କାହାଣୀ )ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସିର ପରିଚାଳନାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଘୋଷଣା ପରେ ମଧ୍ୟ ପରିଷଦଗୁଡ଼ିକୁ ଆବଶ୍ୟକ ସୁବିଧା ଓ ସମ୍ବଳ ମିଳୁନଥିବା ଅଭିଯୋଗ ହୋଇଛି ।ଏହା ସହ ଗାଡ଼ି,…

ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼ । ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଆଜି ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି । ଜେଲ୍ ଭିତରୁ ସାକ୍ଷୀଙ୍କୁ ଫୋନରେ ଧମକ ଦେଇଥିବା ଅଭିଯୋଗରେ ହାଜର ହୋଇଛନ୍ତି ।ଆଇନଜୀବୀଙ୍କ ଅଭିଯୋଗ ପରେ ମାମଲା ରୁଜୁ ।…

କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ବର (ରାଜ୍ୟ କାହାଣୀ)ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ଛାତ୍ର ସଂସଦ ନିର୍ବାଚନକୁ ନେଇ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି,"ଆଜି ରାଜ୍ୟର ସମସ୍ତ…

ଇଣ୍ଡି ମେଣ୍ଟର ବିରାଟ ପଦଯାତ୍ରାରେ ସାମିଲ୍ ହେବ ବିଜେଡ଼ି 

ବଦଳିଲା ବିଜେଡିର ରଣନୀତି । ଆଜି ନୂଆଦିଲ୍ଲୀରେ ବିରାଟ ପଦଯାତ୍ରା କରିବ ଇଣ୍ଡି ମେଣ୍ଟ । ଏଥିରେ ସାମିଲ୍ ହେବ ବିଜୁ ଜନତା ଦଳ ।ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସ୍ଆଇଆର ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ…

ଆଜିଠୁ ହବିଷିଆଳୀଙ୍କ ଅନଲାଇନ୍ ଆବେଦନ 

ଭୁବନେଶ୍ବର ( ରାଜ୍ୟ କାହାଣୀ ) ଆଜିଠୁ ହବିଷିଆଳୀଙ୍କ ଅନଲାଇନ୍ ଆବେଦନ । ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ…

ପୁରୀରେ ଗରମର ନୂଆ ରେକର୍ଡ, ୧୩୦ ବର୍ଷରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା

ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି।ଏତେ ଟାଇଁଟାଇଁ ଖରା ଯେ ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଖାଲି ଦିନ ନୁହେଁ,ରାତି ବି ଥଣ୍ଡା ପଡୁନି । ନା’କୁ କେବଳ ଶରତ,ଗ୍ରୀଷ୍ମ ଜ୍ବାଳା ଯାଉନି।ପୁରୀରେ ଗରମର ନୂଆ ରେକର୍ଡ । ୧୩୦ ବର୍ଷର ପାଣିପାଗ ରେକର୍ଡରେ ଅକ୍ଟୋବର ମାସ ପାଇଁ ଦ୍ୱିତୀୟ ସର୍ବାଧିକ ଦିନ…

ଆସନ୍ତା ନଭେମ୍ବରରେ ହେବ ଏସଆଇ ପରୀକ୍ଷା

ଭୁବନେଶ୍ଵର (ରାଜ୍ୟ କାହାଣୀ )ଆସନ୍ତା ନଭେମ୍ବରରେ ହେବ ଏସଆଇ ପରୀକ୍ଷା । ଏନେଇ ଓୟୁଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ସେ କହିଛନ୍ତି ଯେ, ଏସଆଇ ପରୀକ୍ଷା ଲାଗି ଆସନ୍ତା ସପ୍ତାହ ଭିତରେ ନୋଟିଫିକେସନ ବାହାରିବ । ଆଶାୟୀଙ୍କ ଆବେଦନ ପତ୍ରର ପୁନଃ ଯାଞ୍ଚ ପାଇଁ ଖୋଲିବ ୱେବସାଇଟ । ଆଶାୟୀ…

ପୁରୀରେ ହୋଟେଲରେ ଆମିଷ ସହ ମହାପ୍ରସାଦ ମିଶାଇ ବିକ୍ରି ଅଭିଯୋଗରେ ଉତ୍ତେଜନା

ଆମିଷ ସହ ବିକ୍ରି ହେଉଛି ମହାପ୍ରସାଦ ! ଶ୍ରୀକ୍ଷେତ୍ରରୁ ଆସିଛି ଏଭଳି ସମ୍ବେଦନଶୀଳ ଅଭିଯୋଗ । ପୁରୀ ଷ୍ଟେସନ ରୋଡ୍‌ର ପୋଲିସ୍ ଲାଇନ୍ ନିକଟରେ ଥିବା ଏକ ହୋଟେଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।କେବଳ ଅନ୍ନ ନୁହେଁ ଡାଲି, ବେଶର, ମହୁରରେ ମିଶ୍ରଣ କରା ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।…