ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀକରଣ ପରେ ନୂଆ ରୂପରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ । ଏଣିକି ଓଡ଼ିଶାରେ ହିଁ ମିଳିବ ବରଫର ମଜା । ଫିଲ୍ମ ଶୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନର ନୂଆ…

କୁନୋ ଜାତୀୟ ଉଦ୍ୟାନରେ ନୂଆ ଅତିଥି; 5 ଶାବକ ଜନ୍ମ ଦେଲା ଭାରତୀୟ ଚିତା KJP21

ମଧ୍ୟପ୍ରଦେଶ ଶେଓପୁରସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଚିତା ସମ୍ପର୍କିତ ବଡ ଖବର ।ଭାରତ ଜନ୍ମିତ ମାଈ ଚିତା KJP21 5ଟି ଶାବକ ଜନ୍ମ ଦେଇଛି । ସମସ୍ତ ବାଘ ଛୁଆ ସୁସ୍ଥ ଅଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ଚିତା ସଂଖ୍ୟା 60କୁ ବୃଦ୍ଧି ପାଇଛି । ଏଥିରେ ଭାରତ ମାଟିରେ ଜନ୍ମୁିତ 41 ଚିତା…

ମେଡିସିନରେ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର, ‘ଅପ୍ଟୋଜେନେଟିକ୍ସ’ ଉପରେ ଗବେଷଣା ପାଇଁ ମିଳିଲା…

ମେଡିସିନ୍‌ କ୍ଷେତ୍ରରେ ୨୦୨୬ ମସିହା ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜର୍ମାନୀର ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍‌ ଏବଂ ଆମେରିକାର କାର୍ଲ ଡାଇସେରୋଥ୍‌ଙ୍କୁ ମିଳିଛି ଏହି ସମ୍ମାନ। ବିଜେତାଙ୍କୁ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ (୧.୨ ନିୟୁତ ଡଲାର) ପୁରସ୍କାର ରାଶି ପ୍ରଦାନ କରାଯିବ,…

ଛାତ୍ର ସଂସଦ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନିୟମ 

ଭୁବନେଶ୍ଵର (ରାଜ୍ୟ କାହାଣୀ ) କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍।  ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ।। ତେବେ ଛାତ୍ର ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ହେବା ପାଇଁ କ’ଣ ରହିଛି ନିୟମ। ତାହା ଜାଣନ୍ତୁ। UG କିମ୍ବା +3…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.0 ରେ ସର୍ବାଧିକ ସଂସ୍କାର ପାଇଁ ଓଡ଼ିଶାକୁ ବିଶେଷ ସ୍ୱୀକୃତି

ଭୁବନେଶ୍ଵର (ରାଜ୍ୟ କାହାଣୀ ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା–(ସହର)୨.0 ଅଧୀନରେ ସର୍ବାଧିକ ସଂସ୍କାର କାର୍ଯ୍ୟକାରୀ କରିଥିବାରୁ ଓଡ଼ିଶାକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ସ୍ୱୀକୃତି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଆୟୋଜିତ…

ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

ଛାତ୍ର ସଂସଦ ନିର୍ବାଚନ: ଅକ୍ଟୋବର 15ରେ ଭୋଟ୍, 16ରେ ଶପଥ ଗ୍ରହଣ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ଶେଷ। ଅକ୍ଟୋବର 15 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର 16 ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ…

ଖପାରଖାଇରୁ ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

ଭୁବନେଶ୍ଵର (ରାଜ୍ୟ କାହାଣୀ ) କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା…

କମ୍ପିବ କଲେଜ କ୍ୟାମ୍ପସ୍ : ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ 

ଭୁବନେଶ୍ଵର (ରାଜ୍ୟ କାହାଣୀ )ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସ୍ ଇଲେକ୍ସନ ପାଇଁ ତାରିଖ ଘୋଷଣା । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା…