ଭିଜିଲାନ୍ସ ଜାଲରେ ACSO, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ରାଜ୍ୟ କାହାଣୀ ( ଭୁବନେଶ୍ଵର)୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନକିଣା କାରବାରରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ହିରାମୋହନ ନାଏକ ଲାଭ ପାଇଥିବା

ଏସ୍‌ଆଇଆର୍‌ ବୈଧ; ନାଁ କଟିବା ଅର୍ଥ ନାଗରିକତା ଶେଷ ନୁହେଁ: ସୁପ୍ରିମକୋର୍ଟ

ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଲାଗୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି।ଇସିଆଇଙ୍କର ଏସ୍‌ଆଇଆର୍‌ କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ

ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ- ସୁରେଶ ପୂଜାରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର

ଦୀର୍ଘ ୭ମାସ ହେବ ମରିଗଲେଣି ଟ୍ୟାକ୍ସ କଲେକ୍ଟର, ଏବେ ଆସୁଛି ବଦଳି ନୋଟିସ

ଭୁବନେଶ୍ୱର (ରାଜ୍ୟକାହାଣୀ )ପୌର ନିଗମରେ କାର୍ଯ୍ୟରତ ୨୬ଜଣ କର୍ମଚାରୀଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ୧୦ ଜଣ ସିନିୟର ଆସିଷ୍ଟାଣ୍ଡ, ୮ଜଣ ଜୁନିୟର ଆସିଷ୍ଟାଣ୍ଟ ଓ ୮ଜଣ ଟ୍ୟାକ୍ସ କଲେକ୍ଟର ସାମିଲ ଅଛନ୍ତି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ପୃଥକ ବିଜ୍ଞପ୍ତି ପ୍ରକାଶ

ଦୀର୍ଘ ୧୦ ବର୍ଷ ପରେ ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ଶ୍ରେଷ୍ଠ ବିଧାୟକ ପୁରସ୍କାର-୨୦୦୨ର ନିୟମ ୩ ଅନୁଯାୟୀ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟସଭା ପାଇଁ ହେବେ ଉପନିର୍ବାଚନ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଦେବାଶିଷ ସାମନ୍ତରାୟ ମେ' 25 ତାରିଖରେ

ଭାରତରେ ଇବୋଲା ଭାଇରସ୍ ଲକ୍ଷଣ!ଉଗାଣ୍ଡାରୁ ଫେରନ୍ତା ବ୍ୟକ୍ତିଙ୍କଠାରେ ଇବୋଲା ଲକ୍ଷଣ

ଭାରତରେ ଦେଖାଦେଇଛି ଇବୋଲା ଭାଇରସ୍ ଲକ୍ଷଣ। ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍ ଲକ୍ଷଣ ଦେଖା ଦେଇଛି। । ଶରୀରରେ ଯନ୍ତ୍ରଣା ହେବାରୁ ବେଙ୍ଗଲୁରୁର ସରକାରୀ ହସ୍ପିଟାଲରେ ଭର୍ତ୍ତି। ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି, ରେଜଲ୍ଟକୁ ଅପେକ୍ଷା କରାଯାଇଥିବା

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ।କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି

ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ

ବନ୍ଦ ହେବ mAadhaar ଆପ୍ ! ଆସିବ ନୂତନ ଆପ୍

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ପାଇଁ mAadhaar ଆପ୍‌ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତେବେ mAadhaar ଆପ୍‌ର ପୁରୁଣା ଭର୍ସନ ବନ୍ଦ ହୋଇପାରେ ଏବଂ ଏହା ବଦଳରେ ଏକ ଅଧିକ ଉନ୍ନତ ଓ ନୂଆ ଆପ୍ ବ୍ୟବହାର କରିବାକୁ