ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ଦିବସ ୨୦୨୬ ଆୟୋଜିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ୨୦୨୬ରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍‌, ଏମ୍‌.ଟେକ୍‌, ବିସିଏ, ଏମ୍‌ସିଏ ଏବଂ ଏମ୍‌ଏସ୍‌ସି ପାଠ୍ୟକ୍ରମର…

ପାଇଖାନା ପାଖ ପାଣିରେ ଖଟାପାଣି, କଳା ତେଲରେ ଗୁପଚୁପ୍‌ !

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ୟୁନିଟ୍‌-୩ ଅଞ୍ଚଳରେ ଗୁପଚୁପ୍‌ ପ୍ରସ୍ତୁତିକୁ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର । ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଗୁପଚୁପ୍‌ ପ୍ରସ୍ତୁତି । ପାଇଖାନା ପାଖର ପାଣିରେ ଖଟାପାଣି ପ୍ରସ୍ତୁତ ହେଉଥିବା ବେଳେ ପଚା ଆଳୁ ଓ ପୋକା ଲାଗିଥିବା…

୨୦୩୬ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ଭାରତ ସହ ୭ ଦେଶ

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ନେଇ ଦାବିଦାର ହାସଲ କରିଥିବା ଦେଶ ମାନଙ୍କ ତାଲିକା ଅନ୍ତର୍ଜାତୀୟ ଅଲିମ୍ପିକସ କମିଟି ପ୍ରକାଶ କରିଛି। ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ୭ଟି ଦେଶ ଭାରତ…

କେମିଷ୍ଟ୍ରିରେ ଫ୍ରାନ୍ସର ବୈଜ୍ଞାନିକ ହେନ୍ରି ବି. କାଗାନ୍ ଏବଂ ଜାପାନର କେନସୋ ସୋଆଇଙ୍କୁ ନୋବେଲ ଘୋଷଣା

ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ "ଅସିମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ…

ରାଜପାଳ ଯାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ମିଳିଲା ବଡ ଆଶ୍ଵସ୍ତି

ଚେକ୍ ବାଉନ୍ସ ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ରାଜପାଳ ଯାଦବ ଋଣର କିଛି ଅଂଶ ପରିଶୋଧ କରିବା ସହ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ବାକି ୮୫ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କୋର୍ଟରେ ନିଜ ଦୁଃଖ…

ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ…

ଚୌଦ୍ୱାର ଜେଲ୍ କଏଦୀ ଫେରାର ମାମଲା, ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ସୁଜିତ ରାଉଳ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ…

ଅଧ ଘଣ୍ଟା ତଳେ ହଁ, ଏବେ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଦେବୁନି କହିଲା ବିଜେଡି

ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ ନାହିଁ। ଏହାର ସୂଚନା ଦେଇଛନ୍ତି ଦଳ ମୁଖ୍ୟ ସଚେତକ…

ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ରାଜ୍ୟରେ IAS ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ଵରେ ପରିବର୍ତ୍ତନ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଛନ୍ତି।ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ୧. ସିଏମଙ୍କ ଅତିରିକ୍ତ ସଚିବ ହେଲେ…

ଆସନ୍ତାକାଲି ରାଜ୍ୟରେ ଚାଲିବ ବସ୍ କିନ୍ତୁ ଗଡିବନି କୌଣସି ଅଟୋ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଏପଟେ କାଲି ଗଡିବନି କୌଣସି ଅଟୋ…