ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି

ଭୁବନେଶ୍ୱର (ରାଜ୍ୟ କାହାଣୀ )ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛି । ଭୁବନେଶ୍ୱର ସ୍ଥିତ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେଲେ । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା ଦାସଙ୍କୁ PD,…

ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା,ବିଳମ୍ବିତ ରାତିରେ କଲେଜରେ ବୋମାମାଡ଼

ଯାଜପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ କଲେଜ କାଉନସିଲ ନିର୍ବାଚନକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । କ୍ୟାମ୍ପସରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟି ଏକାଧିକ ସ୍ଥାନରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ବିସ୍ଫୋରଣ ଶବ୍ଦରେ…

ରାତି ୨.୩୦ରେ ଅନ୍ତରଙ୍ଗ ବନ୍ଧୁଙ୍କୁ ମେସେଜ କରିଥିଲେ ନାନା ପାଟେକର, ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାଇଥିଲେ

ବଲିଉଡରେ ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକରେ ସମଗ୍ର ଭାରତବାସୀ ସ୍ତବ୍ଧ । ୭୫ ବର୍ଷ ବୟସରେ ହୃଦ୍ଘାତ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଭିନେତା ଜଣକ ମୃତ୍ୟୁ ପୂର୍ବରୁ ସାଙ୍ଗ ମେସେଜ ପଠାଇଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବା କହିଥିଲେ । ତେବେ ତାଙ୍କ ସହିତ…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବା ସମ୍ଭାବନା UPI ଶୁଳ୍କ!

UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା । ନୂତନ ନିୟମ ଅନୁଯାୟୀ ମଧ୍ୟ, କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟକ୍ତି-ବିଶେଷଙ୍କ ମଧ୍ୟରେ ହେଉଥିବା କାରବାର…

ଆଜି ଭାରତୀୟ ବାୟୁସେନା ଦିବସ

ଆଜି ଭାରତୀୟ ବାୟୁସେନା ଦିବସ । ୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହ ଯୁଦ୍ଧ ଓ ଜରୁରୀ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

INDIA ମେଣ୍ଟର ଓଡ଼ିଶା ବନ୍ଦ, ୪ ଦଫା ଦାବିରେ ଆହ୍ୱାନ

INDIA ମେଣ୍ଟର ଓଡ଼ିଶା ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ । କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ସିପିଆଇ, ସିପିଏମ,ଫରୱାର୍ଡ ବ୍ଲକ, ଏନସିପି ଶରଦ ପାୱାର, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମଏମ ସାମିଲ । ୪ ଦଫା ଦାବିରେ…

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ 

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ ।…

୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପରିପ୍ରେକ୍ଷୀରେ, ‘ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସ’ର ସଭାପତି ଫଳାହାରୀ ମହାରାଜ ଏହି ଆଶ୍ରମକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।…

ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ଦିବସ ୨୦୨୬ ଆୟୋଜିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ୨୦୨୬ରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍‌, ଏମ୍‌.ଟେକ୍‌, ବିସିଏ, ଏମ୍‌ସିଏ ଏବଂ ଏମ୍‌ଏସ୍‌ସି ପାଠ୍ୟକ୍ରମର…

ପାଇଖାନା ପାଖ ପାଣିରେ ଖଟାପାଣି, କଳା ତେଲରେ ଗୁପଚୁପ୍‌ !

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ୟୁନିଟ୍‌-୩ ଅଞ୍ଚଳରେ ଗୁପଚୁପ୍‌ ପ୍ରସ୍ତୁତିକୁ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର । ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଗୁପଚୁପ୍‌ ପ୍ରସ୍ତୁତି । ପାଇଖାନା ପାଖର ପାଣିରେ ଖଟାପାଣି ପ୍ରସ୍ତୁତ ହେଉଥିବା ବେଳେ ପଚା ଆଳୁ ଓ ପୋକା ଲାଗିଥିବା…